ଗଣମାଧ୍ୟମକୁ ଅପିଲ କଲେ ଡିସିପି

ଭୁବନେଶ୍ବର: ଭୁବନେଶ୍ବର ନାବଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି। ଗଣମାଧ୍ୟମରେ ଅଡିଓ ବାର୍ତ୍ତାଳାପ ପ୍ରସାରଣ ନେଇ ଡିସିପିଙ୍କ ଅପିଲ। ଏନେଇ ଗଣମାଧ୍ୟମକୁ ଅପିଲ କଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ। ସମ୍ବେଦନଶୀଳ ପ୍ରସଙ୍ଗ ଏସବୁ ବାହାରେ ବୁଲିବା ଠିକ ନୁହେଁ। ସମ୍ବେଦନଶୀଳ ମାମଲାକୁ ଠିକ ଭାବେ ଡଲ୍ କରାଯିବା ଦରକାର। ମହିଳା କମିଶନଙ୍କୁ ଦିଆଯାଉଥିବା ଅଡିଓ ପ୍ଲିପ ପ୍ରସାରଣ ହୋଇଥିଲା। କିଛି ଗଣମାଧ୍ୟମରେ ଅଡିଓ ପ୍ରସାରଣ ଯୋଗୁଁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
Comments are closed.