ଦୀପିକାଙ୍କ ରାମ ହେବେ ପ୍ରଭାସ
ମୁମ୍ବାଇ: ଟଲିଉଡ଼ ଷ୍ଟାର ପ୍ରଭାସ ନିଜର ଭିନ୍ନ ଅଭିନୟର ଯାଦୁରେ ଲୋକର ମନକୁ କିଣି ନେଇଛନ୍ତି । ତାଙ୍କ ଅଭିନୀତ ସିନେମା ବାହୁବଳୀ ସମସ୍ତଙ୍କୁ ବେଶ ପସନ୍ଦ ଆସିଥିଲେ । ବର୍ତ୍ତମାନ ସେ ଅନ୍ୟ ଏକ ବଡ଼ ପ୍ରୋଜେକ୍ଟରେ କାମ କରୁଛନ୍ତି। ଏବେ ବିଭିନ୍ନ ମହଲରେ ସିନେମା ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା…