ବୌଦ୍ଧ ଜିଲ୍ଲାରୁ କରୋନ ନେଲା ପ୍ରଥମ…
ବୌଦ୍ଧ: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଏହା ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲାର ଅଛନ୍ତି। ସେ ଜଣେ ମହିଳା। ତାଙ୍କୁ ୬୫ ବର୍ଷ ହୋଇଥିଲା।ବୌଦ୍ଧ ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧,୧୪୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୭୭୮ ଜଣ ସୁସ୍ଥ ହୋଇସାରିଲେଣି।…