ପୁରୀ ସହରରେ ଚାଲିଛି ସେକ୍ସ ରାକେଟ

ପୁରୀ : କରୋନାର କବଳରେ ଫସି ରହିଛି ରାଜ୍ୟ । ଏଥି ମଧ୍ୟରେ ଧର୍ମର କ୍ଷେତ୍ର ପୁରୀ ସହରରେ ଚାଲିଥିଲା ସେକ୍ସ ରାକେଟ୍ । ଏ ବିଷୟରେ ପୁଲିସ ସୂଚନା ପାଇବା ପରେ ଉକ୍ତ ଆପାର୍ଟମେଣ୍ଚରେ ଚଢାଉ କରିଥିଲା ।
୨ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୨ ଦେହ ବ୍ୟବସାୟୀଙ୍କୁ ଗିରଫ କରିଛି । ସେକ୍ସ ଭିଡ଼ିଓ ରେକଡ଼ିଂ ଅଭିଯୋଗରେ ପୁଲିସ ଆଉ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ଆପାର୍ଟମେଣ୍ଟରେ ସେକ୍ସ କାରବାର ଚାଲୁଥିବା ଖବର ପାଇ ସୋମବାର ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିଲା ।
Comments are closed.