Odisha Link
Bridging the Missing Links in Odisha
Daily Archives

September 16, 2020

ସୁଶାନ୍ତ ମୃତ୍ୟ ମାମଲା ତଦନ୍ତରେ ଲାଗିଲା…

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତଦନ୍ତରେ ବାଧା ସୃଷ୍ଟି ହୋଇଛି । କାରଣ ଏସଆଇଟିର ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଡ୍ରଗ୍ସ କନେକ୍ସନ ସାମ୍ନାକୁ ଆସିବା ପରେ ଗୁମର ଖୋଲିବାରେ ଲାଗିଥିଲା । ଆଜି ଏନସିବିରେ ହାଜର ହୋଇଥାନ୍ତେ ରିୟା ଚକ୍ରବର୍ତ୍ତୀଙ୍କ ପୂର୍ବତନ…

ସନ୍ଧ୍ୟା ୭ଟା ସୁଦ୍ଧା ଡିସିପିଙ୍କୁ…

କଟକ: ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମାଲରେ ମୂର୍ତ୍ତି ତିଆରିର ସ୍ଥିତି ଜଣାଇବାକୁ ପୂଜା କମିଟିଗୁଡ଼ିକୁ ହୋଇକୋର୍ଟ ନିର୍ଦେଶ ଦେଇଛନ୍ତି। ମୂର୍ତ୍ତି ତିଆରିର ସ୍ଥିତି ଅନୁସାରେ ମୂର୍ତ୍ତିର ଉଚ୍ଚତାକୁ ଅନୁମତି ମିଳିବ। ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ…

କଙ୍ଗନାଙ୍କୁ ନିନ୍ଦା କଲେ ଉର୍ମିଳା ,…

ମୁମ୍ବାଇ: କଙ୍ଗନା ରାନାୱତ ମୁମ୍ବାଇ ଏବଂ ବଲିଉଡରେ ଡ୍ରଗ୍ସ ର କାରବାରକୁ ନେଇ ନିଜ ମନ୍ତବ୍ୟ ରଖିଥିଲେ । ଏହାକୁ ବଲିଉଡର ବରିଷ୍ଠ ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର ନିନ୍ଦା କରିଛନ୍ତି। 'ରେଙ୍ଗେଲା' ଅଭିନେତ୍ରୀ ଏକ ନ୍ୟୁଜ୍ ପୋର୍ଟାଲକୁ କହିଛନ୍ତି ଯେ ଯଦି କଙ୍ଗନା ନିଶା ସେବନ ବିରୋଧରେ ଯୁଦ୍ଧ ଆରମ୍ଭ…

ରାଜଧାନୀରୁ ଆଉ ୩୬୨ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ବୁଧବାର ରେକର୍ଡ ସଂଖ୍ୟକ ୩୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୭୬ ଜଣ ରହିଥିବା ବେଳେ ହେଉଛନ୍ତି ୨୮୬ ସ୍ଥାନୀୟ ସଂକ୍ରମିତ। ଏଥିସହ ୪୦୬ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

କରୋନା ଟିକା: ଋଷରୁ ଭାରତକୁ ଆସିବ ୧୦…

ନୂଆଦିଲ୍ଲୀ: ଭାରତ ପାଇଁ ଖୁସି ଖବର। ଋଷରୁ ଆସିବ ୧୦ କୋଟି ସ୍ପୁଟନିକ-ଭି କରୋନା ଟିକା। ଏନେଇ ଭାରତର ପ୍ରମୁଖ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡି ସହ ଚୁକ୍ତି ସ୍ବାକ୍ଷର କରାଯାଇଛି। ଏହି ଭାକସିନର କ୍ଲିନିକାଲ ଟ୍ରାଏଲ୍ ଭାରତରେ ମଧ୍ୟ ଆରମ୍ଭ ହେବ। ଏପରିକି ଡାକ୍ତର ରେଡ୍ଡି ଲ୍ୟାବ୍ ଓ ଋଷ ମିଳିତ ଭାବେ ଏହାର…

“ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ…

ଭୁବନେଶ୍ୱର : ରାଜ୍ୟ ସରକାର କ୍ଷମତାର ଅପବ୍ୟବହାର କରି ସମସ୍ତ କ୍ଷେତ୍ରରେ ନିଜର ଆଧିପତ୍ୟ ଜାହିର୍ କରିବାର ଅପଚେଷ୍ଟା କରୁଛନ୍ତି । କିଛିମାତ୍ର ମୁଷ୍ଟିମେୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ତରବରିଆ ଭାବେ ଏ ସମସ୍ତ କାର୍ଯ୍ୟ ହେଉଛି । ଏହାର ସଦ୍ୟତମ ଉଦାହରଣ ହେଲା “ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ…

ଜିଓର ନୂଆ କ୍ରିକେଟ ପ୍ଲାନ୍‌,…

ମୁମ୍ବଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି । ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍‌ରେ ୩୯୯ ଟଙ୍କା ମୂଲ୍ୟର ଡିଜ୍‌ନି+ ହଟ୍‌ଷ୍ଟାର ଭିଆଇପି ଆପ୍‌ର…

କରୋନା ରୋଗୀଙ୍କୁ ମୁଖ୍ୟ ସଚିବଙ୍କ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ କରୋନା ରୋଗୀଙ୍କୁ ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ଟ୍ବିଟ୍‌ କରି ପରାମର୍ଶ ଦେଇଛନ୍ତି।କରୋନା ରୋଗୀଙ୍କୁ ଅସୀତ ତ୍ରିପାଠୀ ଟ୍ବିଟ୍‌ କରି କହିଛନ୍ତି ଯେ, ଟୁଇନ ସିଟିକୁ ସ୍ୱାସ୍ଥ୍ୟ…

ବଲିଉଡ଼ ଆମକୁ ନାଁ, ସମ୍ମାନ, ପଇସା…

ନୂଆଦିଲ୍ଲୀ: ଜୟା ବଚ୍ଚନଙ୍କ ପରେ ଅଭିନେତ୍ରୀ ହେମା ମାଲିନି ବଲିଉଡର ସପକ୍ଷରେ କହିଥିଲେ ଅର୍ଥାତ ଜୟାଙ୍କୁ ସମର୍ଥନ କରିଥିଲେ। ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଥିବା ଅତ୍ୟାଧୁନିକ ଘଟଣା ପରେ ଚଳଚ୍ଚିତ୍ର ଶିଳ୍ପକୁ ଅପରାଧ ତଥା ନିଶା ସେବନ ଭଳି ସମାଲୋଚନା କରାଯାଉଛି। ମଙ୍ଗଳବାର ଦିନ ଜୟା…

ବର୍ଷା ଆଶଙ୍କା ନେଇ ଜିଲ୍ଲାପାଳଙ୍କୁ…

ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ। ୧୯ ତାରିଖରୁ ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ାରେ ବର୍ଷା ହେବ। ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି।…