Odisha Link
Bridging the Missing Links in Odisha
Daily Archives

September 16, 2020

ସୁଶାନ୍ତ ସିଂ ରାଜପୁତ ମାମଲାରେ ମୁହଁ…

ମୁମ୍ବାଇ :ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ପ୍ରାୟ ପ୍ରତିଦିନ ଏକ ନୂଆ କୋଣ ନେଉଛି | ଦୀର୍ଘ ଦିନ ଧରି ଏହି ପ୍ରସଙ୍ଗରେ ନୀରବ ରହିଥିବା ବଲିଉଡ ସେଲିବ୍ରେଟମାନେ ଧୀରେ ଧୀରେ ନିଜ କଥା ରଖୁଛନ୍ତି। ଏକ ନ୍ୟୁଜ୍ ପୋର୍ଟାଲରେ ସମାନ କଥା କହି ‘ଫ୍ୟାନ୍’ ଅଭିନେତା ଶ୍ରୀୟା ପିଲଗାଓଁକାର କହିଛନ୍ତି ଯେ ସେ…

ମାଲକାନଗିରି ବିଧାୟକଙ୍କୁ କରୋନା

ମାଲକାନଗିରି: କରୋନା କବଳରେ ଆଉ ଜଣେ ରାଜନେତା। ମାଲକାନଗିରି ବିଧାୟକଙ୍କୁ କରୋନା। ବିଧାୟକ ଆଦିତ୍ୟ ମାଢ଼ୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୬ରୁ ଅଧିକ ବିଧାୟକ ଓ ୮ ଜଣ ମନ୍ତ୍ରୀ,…

ବିନା ଭକ୍ତରେ ହେବ ଛତର ଯାତ୍ରା

ଭବାନୀବାଟଣା: କଳାହାଣ୍ଡି ଜିଲ୍ଲାର ମାଆ ମାଣିକେଶ୍ୱରୀଙ୍କର ପାରମ୍ପରିକ ପର୍ବ ହେଉଛି ଛତର ଯାତ୍ରା। କଳାହାଣ୍ଡିରେ ଛତର ଯାତ୍ରା ଦୁର୍ଗାପୂଜାର ମହାଷ୍ଟମୀ ଦିନ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ପାଳନ କରାଯିବ ମାଆ ମାଣିକେଶ୍ୱରୀଙ୍କର ଛତର ଯାତ୍ରା। ଆସନ୍ତା ଅକ୍ଟୋବର ୨୪ ରେ…

ଚାଷୀଙ୍କ ପୁଅ ହେଲେ ଜାପାନର ନୂଆ…

ଟୋକିଓ: ଜାପାନର ଶାସକ ଦଳର ନେତା ୟୋସିହିଦେ ସୁଗା ହେଲେ ଦେଶର ନୂଆ ପ୍ରଧାନମନ୍ତ୍ରୀ। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସେ ପୂର୍ବରୁ ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି ଥିଲେ। ତାଙ୍କୁ ଗତ ସୋମବାର ଲିବରାଲ ଡେମୋକ୍ରେଟିକ୍ ପାର୍ଟିର ପ୍ରିମିୟର ଭାବେ ମନୋନୀତ କରାଯାଇଥିଲା। ଆଜି…

ବିଧାନସଭା: ୨୭ରେ ବିଧାୟକଙ୍କ କରୋନା…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଏହା ଭିତରେ ଓଡ଼ିଶାରେ ବିଧାନସଭା ଆରମ୍ଭ ହେବାକୁ ନିଷ୍ପତି ନିଆଯାଇଛି। ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ କରାଯିବ। ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା…

ଚମ୍ବଲ ନଦୀରେ ଡଙ୍ଗା ଓଲଟି ୭ ମୃତ, ୮…

ରାଜସ୍ଥାନ: ରାଜସ୍ଥାନର ଚମ୍ବଲ ନଦୀରେ ଏକ ଡଙ୍ଗା ଓଲଟି ଯାଇଛି। କୋଟା ଜିଲ୍ଲାର ଇଟାୱା ସହର ପାଖ ଖାତୋଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ଡଙ୍ଗାରେ ୩୦ ଜଣ ଲୋକ ଥିଲେ। ଡଙ୍ଗା ଓଲଟି ପଡିବାରୁ ୭ ଜଣଙ୍କର ମୃତ୍ୟୃୁ ଘଟିଛି ଏବଂ ୮ ଜଣ ନିଖୋଜ ଅଛନ୍ତି। ମୃତକମାନଙ୍କ ମଧ୍ୟରୁ ଅଧିକାଂଶ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କଟକ: ଆଜି ଶିଖରପୁର ଲେବଲ୍ କ୍ରସିଂ ନିକଟରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍‌ ହୋଇଥିବା ଖବର ମିଳିଛି। ଟ୍ରେନ୍‌ଟି ଭଦ୍ରକରୁ ଖୋର୍ଦ୍ଧା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଲାଇନଚ୍ୟୁତ୍ ହୋଇଛି। ଏନେଇ ଖବର ପାଇ ରେଲେଓ୍ୱର ଟେକ୍ନିକାଲ ଟିମ ଓ ଆରପିଏଫ ଅଧିକାରୀ…

ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ…

ଭୁବନେଶ୍ବର: ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା ନୂଆ ମୋଡ଼ ଆସିଛି। ମାମଲାର ସିବିଆଇ ତଦନ୍ତ ଦାବି କଲା ଭାରତୀୟ ବିକାଶ ପିରଷଦ। ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସିବିଆଇ ଦ୍ବାରା ତଦନ୍ତ ସହ ୩୦ ଲକ୍ଷ କ୍ଷତିପୂରଣ ପାଇଁ ଅବେଦନ କରାଯାଇଛି। ମୁଖ୍ୟ…

ଟ୍ରକକୁ ପଛରୁ ପିଟିଲା ବାଇକ, ଚାଲିଗଲା…

ଦେବଗଡ଼: ୫୩ ନମ୍ବର ଜାତୀୟ ରାଜପଥ କରଡ଼ାପାଳ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରକକୁ ଏକ ବାଇକ ପଛରୁ ପିଟିବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ସେମାନେ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ…

ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଂଜି: ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି। କଣ୍ଟାବାଂଜିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଛି ଏବଂ ତାଙ୍କ କ୍ୟାମେରାକୁ ମଧ୍ୟ ଭାଙ୍ଗି ଦିଆଯାଇଛି। ଗଣମାଧ୍ୟମ ପ୍ରତିନିଧି ଅନ୍ତିମ ପାଣିଗ୍ରାହୀଙ୍କୁ ଆକ୍ରମଣ କରାଯାଇଛି। ଖବର ସଂଗ୍ରହ ବେଳେ ସରପଞ୍ଚ ଓ ତାଙ୍କ ସ୍ୱାମୀ ତଥା…