Odisha Link
Bridging the Missing Links in Odisha
Daily Archives

September 16, 2020

‘ହାରାମି’ରେ ଇମ୍ରାନ୍‌…

ମୁମ୍ବାଇ: ବଲିଉଡ ସିନେ ଜଗତର ରୋମାଣ୍ଟିକ ହିରୋ ଇମ୍ରାନ୍‌ ହାସମୀଙ୍କର ଆସୁଛି ଆଉ ଏକ ଫିଲ୍ମ। ଇମ୍ରାନ୍‌ଙ୍କ ଆଗାମୀ ଚଳଚ୍ଚିତ୍ରର 'ହାରାମି'ର ଫ୍ଲାଷ୍ଟ ଲୁକ୍‌ ଜାରି ହୋଇଛି। ଏନେଇ ଇମ୍ରାନ୍‌ ଇନଷ୍ଟାରେ ସେୟାର କରିଛନ୍ତି। ହାରାମି ଚଳଚ୍ଚିତ୍ରରେ ଇମ୍ରାନ୍ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ଦେଖିବାକୁ…

ମାସକ ମଧ୍ୟରେ ଆସିପାରେ କରୋନା ଟୀକା:…

ଓ୍ବାଶିଂଟନ: କରୋନା ଟୀକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା। ମାସକ ଭିତରେ କରୋନା ଟିକା ଆସିପାରେ ବୋଲି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। କରୋନାଭାଇରସ ଟିକା ବାବଦରେ ମଙ୍ଗଳବାର ଏହି ପରି ଘୋଷଣା କରିଛନ୍ତି ଟ୍ରମ୍ପ। ପେନସିଲଭାନିଆରେ ଭୋଟରଙ୍କ ସହ ଟାଉନ ହଲ ପ୍ରଶ୍ନ ଉତ୍ତର…

ରାଜ୍ୟରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ…

କୋରାପୁଟ: ରାଜ୍ୟର ପ୍ରଥମେ କୋରାପୁଟ ଜିଲ୍ଲାରେ ଆରମ୍ଭ ହେବ ବାଇକ ଆମ୍ବୁଲାନ୍ସ ସେବା। କେନ୍ଦ୍ର ସରକାରଙ୍କ ଠାରୁ ମିଳିଥିବା ଏକ ସ୍ୱତନ୍ତ୍ର ଫଣ୍ଡରୁ ଜିଲ୍ଲାକୁ ଆସିଛି ଏହି ୮ଟି ବାଇକ ଆମ୍ବୁଲାନ୍ସ। ଜିଲ୍ଲାର ଅପହଞ୍ଚ ଇଲାକାରେ ନିୟୋଜିତ ହେବ ଏହି ବାଇକ ଆମ୍ବୁଲାନ୍ସ । ଦୁର୍ଗମ ଅଞ୍ଚଳ କୁହାଯାଉଥିବା…

ମସ୍କୋରେ ବୈଦିଶିକ ମନ୍ତ୍ରୀଙ୍କ ସାକ୍ଷାତ…

ନୂଆଦିଲ୍ଲୀ: ପୁର୍ବ ଲଦାଖର ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ-ଚୀନ ମଧ୍ୟରେ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି। ସୀମାରେ ଘଟୁଥିବା ଅପ୍ରତିକର ସ୍ଥିତି ଉପୁଜିଥିବା ବେଳେ ୨ ଦେଶ ମଧ୍ୟରେ ଗୋଟାଏ ପରେ ଗୋଟାଏ ଆଲୋଚନ ଜାରି ରହିଛି। ହେଲେ ସେଥିରୁ କୌଣସି ନିଷ୍କର୍ସ ବାହାରି ପାରୁ ନାହିଁ। ଏହା…

ୟୋସିହିଡେ ସୁଗା ଜାପାନର ନୂତନ…

ଜାପାନ: ଜାପାନର ଶାସକ ଦଳର ନେତା ୟୋସିହିଡେ ସୁଗା ବୁଧବାର ସଂସଦୀୟ ଭୋଟ୍ରେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ପ୍ରାୟ ୮ବର୍ଷ ପରେ ତାଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି। ସେ ଦୀର୍ଘ ସମୟ ​‌ହେବ ସିଞ୍ଜୋ ଆବେଙ୍କ ସହଯୋଗୀ ଥିଲେ। ସୁଗା ମୁଖ୍ୟ କ୍ୟାବିନେଟ୍ ପଦ ସମ୍ଭାଳି…

ସଡ଼କ ଓ ପରିବହନ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ରାଜ୍ୟ ସଡ଼କ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କରୋନା ସଂକ୍ରମିତ ହୋଇଛନ୍ତି। ପଦ୍ମନାଭ ବେହେରାଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ୮ଜଣ ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ମନ୍ତ୍ରୀ…

କେନାଲରୁ ୨ ହାତୀ ଛୁଆ ଉଦ୍ଧାର

କେନ୍ଦୁଝର: ରାତିରେ କେନାଲରେ ଫସିଥିବା ୨ ହାତୀଛୁଆ ଉଦ୍ଧାର କରାଯାଇଛି। ଚମ୍ଫୁଆ ରେଞ୍ଜ ଜାମୁଦଲକ ଗାଁ ନିକଟ କାନପୁର ଡ୍ୟାମ କେନାଲରୁ ଉଦ୍ଧାର ହୋଇଛି ହାତୀଛୁଆ। ବୈତରଣୀ ନଦୀ ପୁଟରୁ ୨୨ ଟିକିଆ ହାତୀପଲ ଜାମୁଦଲକ ପଟକୁ ଆସୁଥିଲେ। ପୁନରୁଦ୍ଧାର କାମ ଚାଲୁଥିବାରୁ କେନାଲରେ ୨ଟି ହାତୀଛୁଆ ଫସି ଯାଇଥିଲେ।…

କରୋନା: ରାଜ୍ୟରେ ଆଉ ୧୧ ସଂକ୍ରମିତଙ୍କ…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୧ ଜଣ କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍…

୨୦ରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା

ଭୁବେନଶ୍ବର: ଆସନ୍ତା ୨୦ ରୁ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି। ଏନେଇ ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମାଶଙ୍କର ଦାଶ। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ଅଞ୍ଚଳରେ ବର୍ଷା ହେବ। ୧୯ରୁ ନବରଙ୍ଗପୁର, କୋରାପୁଟ, ରାୟଗଡ଼ାରେ ବର୍ଷା ହେବ। ପରେ ଏହା…

ନିଆରା ନାଇଟ୍‌ କ୍ଲବ୍: ସଂସ୍କୃତ ଗୀତର…

ନୂଆଦିଲ୍ଲୀ: ଭାତରରେ ଥିବା ନାଇଟ୍‌ କ୍ଲବରେ ସାଧାରଣତଃ ହିନ୍ଦୀ, ପଞ୍ଜାବୀ, ଇଂରାଜୀ କିମ୍ବା ସ୍ଥାନୀୟ ଅଞ୍ଚଳର ଟ୍ରେଣ୍ଡିଙ୍ଗ୍ ଗୀତ ବାଜିଥାଏ। ଯେଉଁଥିରେ ଲୋକମାନେ ମନଭରି ନାଚିବାର ମଧ୍ୟ ଦେଖିବାକୁ ମିଳିଥାଏ। ହେଲେ ଆପଣ କେବେ ଏଭଳି ନାଇଟ୍‌ କ୍ଲବ୍‌ ବିଷୟରେ ଶୁଣିଛନ୍ତି କି, ଯେଉଁଠି ସଂସ୍କୃତ ଗୀତରେ…