Odisha Link
Bridging the Missing Links in Odisha
Daily Archives

September 16, 2020

କରୋନା: ରାଜ୍ୟରେ ୪୨୭୦ ନୂଆ ପଜିଟିଭି…

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୪୨୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨୯୨୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ…

ଅଫିସ୍ ଭାଙ୍ଗିବା ନେଇ ୨କୋଟି କ୍ଷତିପୂରଣ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ବିଏମସି ଠାରୁ କ୍ଷତିପୂରଣ ଦାବି କରିଛନ୍ତି। ଜବରଦଖଲ ଅଭିଯୋଗରେ ବିଏମସି କର୍ତ୍ତୃପକ୍ଷ କଙ୍ଗନାଙ୍କ ବାନ୍ଦ୍ରାସ୍ଥିତ ପାଲି ହିଲ୍ ମଣିକର୍ଣ୍ଣିକା ଅଫିସ୍‌କୁ ଭାଙ୍ଗି ଦେଇଥିଲେ। ଏନେଇ ପୂର୍ବ ମୁମ୍ବଇ ହାଇକୋର୍ଟରେ ପିଟିସନ ଦାୟର କରିଛନ୍ତି କଙ୍ଗନା। ଅଫିସ୍‌ର ୪୦…

କୁଳଭୂଷଣଙ୍କ ଅଧ୍ୟାଦେଶ ଅବଧି ବୃଦ୍ଧି କଲା…

ଇସଲାମାବାଦ: ଭାରତୀୟ ବନ୍ଦୀ କୁଳଭୂଷଣ ଯାଦବଙ୍କ ପାଇଁ ପାକିସ୍ତାନ ସରକାର ଆଣିଥିବା ଅଧ୍ୟାଦେଶର ଅବଧିକୁ ଆଉ ୪ମାସ ବୃଦ୍ଧି କରିଛନ୍ତି। କୁଳଭୂଷଣଙ୍କୁ ସାମରିକ ଅଦାଲତ ଦେଇଥିବା ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ଆବେଦନ କରିବାର ସୁଯୋଗ ଦେବା ପାଇଁ ପାକିସ୍ତାନ ସରକାର ଆଇନରେ ସଂଶୋଧନ ପୂର୍ବକ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧୩୨୦ କରୋନା…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୧ ହଜାର ୩୨୦ କରୋନା ଟେଷ୍ଟ ହୋଇଛି। ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଆରଟିପିସିଆର, ଆଣ୍ଟିଜେନ, ଟ୍ରୁନଟ୍‌ ମାଧ୍ୟମରେ କରୋନା ଟେଷ୍ଟ କରାଯାଇଛି। ଗତ ୨୪ ଘଣ୍ଟାରେ ଆରଟିପିସିଆରରେ ୯ ହଜାର ୦୦୬, ଆଣ୍ଟିଜେନରେ ୪୨ ହଜାର…

ଦେଶରେ କରୋନା: ୫୦ ଲକ୍ଷ ଟପିଲା ଆକ୍ରାନ୍ତ…

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ହାର ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଦେଶରେ ୫୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା। ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୫୦,୩୬୦କୁ ବୃଦ୍ଧି ପାଇଛି।ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୯୦ ହଜାର ୧୨୩ ନୂଆ କରୋନା ପଜିଟିଭ୍‌ ଚିହ୍ନଟ…

ଭୁବନେଶ୍ବରରେ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ଓଡ଼ିଶାରେ ବନ୍ୟା କ୍ଷୟକ୍ଷତିର ଆକଳନ ପାଇଁ ପହଞ୍ଚିଲେ କେନ୍ଦ୍ରୀୟ ଟିମ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବଙ୍କ ନେତୃତ୍ବରେ ପହଞ୍ଚିଲେ ୬ ଜଣିଆ ଟିମ୍। ୨ ଦିନିଆ ଓଡ଼ିଶା ଗସ୍ତରେ ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଏହି ଟିମ୍। ବନ୍ୟା କ୍ଷତିଗ୍ରସ୍ତ ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା ଓ ପୁରୀ ଜିଲ୍ଲା…

ଅଟୋକୁ ଧକ୍କା ଦେଲା ଟ୍ରକ, ଦୁଇ ମୃତ

ମୟୁରଭଞ୍ଜ: ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଅଟୋକୁ ଧକ୍କା ଦେଇ ଏକ ଟ୍ରକ ଓଲଟି ପଡ଼ିଛି। ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଦୁଇ ମୃତକ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ…

ଅରୁଣାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କରୋନା…

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ଅରୁଣାଞ୍ଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ କରୋନାରେ ସଂକ୍ରମିତ ହୋଇଛନ୍ତି। ଗତକାଲି ପେମା ଖାଣ୍ଡୁ ଟୁଇଟ୍ କରିଛନ୍ତି ଯେ, ମୁଁ ମୋର କୋଭିଡ ଆରଟି-ପିସିଆର ଟେଷ୍ଟ କରାଇଥିବାବେଳେ ଏହାର ରିପୋର୍ଟ ପଜିଟିଭ ଆସିଛି। ମୋର କୌଣସି ଲକ୍ଷଣ ନାହିଁ।…

କଳିଙ୍ଗ ଷ୍ଟାଡିୟମ ବିକାଶ ପାଇଁ ଖର୍ଚ୍ଚ…

ଭୁବନେଶ୍ବର: ଭୁବନେଶ୍ବରରେ କ୍ରୀଡ଼ା ଭିତ୍ତିଭୂମି ଓ ପ୍ରଶିକ୍ଷଣ ନେଇ ଆଉ ଏକ ସୁଯୋଗ ସୃଷ୍ଟି ହୋଇଛି। ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଅଧିନସ୍ଥ ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସିରେ ଭୁବନେଶ୍ବର ସ୍ଥାନ ପାଇଛି। ଦେଶରେ ମୋଟ ୮ଟି ଖେଲୋ ଇଣ୍ଡିଆ ସେଣ୍ଟର ଫର ଏକ୍ସଲେନ୍ସି ପ୍ରତିଷ୍ଠା କରାଯିବ।…