Odisha Link
Bridging the Missing Links in Odisha
Daily Archives

September 18, 2020

ରାଜଧାନୀରୁ ଆଉ ୩୦୫ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୦୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୯୦ ଜଣ ରହିଥିବା ବେଳେ ହେଉଛନ୍ତି ୨୧୫ ସ୍ଥାନୀୟ ସଂକ୍ରମିତ। ଏଥିସହ ୫୧୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ଭୁବନେଶ୍ବର ଜୁଡିସିଆଲ କଂପ୍ଲେକ୍ସକୁ…

ଭୁବନେଶ୍ବର: ଭୁବନେଶ୍ବର ଲୁଇସ୍‌ ରୋଡ୍‌ ସ୍ଥିତ ଜୁଡିସିଆଲ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା। ସେପ୍ଟମ୍ବର ୧୯ରୁ ୨୫ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ବିଏମ୍‌ସି ଦକ୍ଷିଣ ପୂର୍ବ ଜେନାରାଲ ଡେପୁଟୀ କମିଶନର। ସିଭିଲ୍‌ କୋର୍ଟରୁ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହୋବାରୁ କଣ୍ଟେନମେଣ୍ଟ ଜୋନ…

କୃଷି ସଂଶୋଧନ ବିଲ୍‌ ନେଇ କୃଷକଙ୍କୁ…

ନୂଆଦିଲ୍ଲୀ: କୃଷି କ୍ଷେତ୍ର ସହ ଜଡ଼ିତ ତିନିଗୋଟି ବିଲକୁ ନେଇ କୃଷକଙ୍କ ବିରୋଧ ଜାରି ରହିଛି। ଶୁକ୍ରବାର ବିହାରର କେତେକ ଯୋଜନା ଶୁଭାମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ବିଲ୍ ନେଇ କହିଛନ୍ତି ଯେ କିଛି ରାଜନୈତିକ ଦଳ କୃଷକଙ୍କୁ ଭ୍ରମିତ କରୁଛନ୍ତି। ସଂଶୋଧିତ କୃଷି ବିଲ୍ ଦ୍ୱାରା କୃଷକ…

ବନ୍ୟା ସ୍ଥିତି ସୁଧୁରିଲାଣି, କିନ୍ତୁ…

ଯାଜପୁର:  ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ପଂଚାୟତର କଂପଗଡ଼ ଗାଁ ବନ୍ୟାରେ ବେସ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା ସେଠାର ବାସିନ୍ଦାଙ୍କୁ ରିଲିଫ ନମିଳିବାରୁ ସେମାନେ ପ୍ରତିବାଦ ଜଣାଇଛନ୍ତି । ସରକାର ବନ୍ୟା ପ୍ରଭାବିତ ହୋଇ ଥିବା ଅଞ୍ଚଳକୁ ରିଲିଫ ସାମଗ୍ରୀ ପହଞ୍ଚାଇବା ପାଇଁ ନିର୍ଦେଶ…

ବିଜେପିରେ ଯୋଗ ଦେଲେ ତିର୍ତ୍ତୋଲର ବରିଷ୍ଠ…

ଭୁବନେଶ୍ବର: ତିର୍ତ୍ତୋଲର ବରିଷ୍ଠ ନେତା ରାଜକିଶୋର ବେହେରା ଗତକାଲି କଂଗ୍ରେସ ଛାଡ଼ିବା ପରେ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ, ରାଜକିଶୋର ବେହେରା କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିବା ନେଇ ସେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଓଡ଼ିଶା…

ଓସ୍କାର ବିଜେତା ଓ୍ବିନଷ୍ଟନ୍ ଗୃମଙ୍କ…

ଆମେରିକାର :ସିନେମା ଫରେଷ୍ଟ ଗମ୍ପର ଲେଖକ ଓ୍ବିନଷ୍ଟନ୍ ଗୃମଙ୍କ ପରଲୋକ ହୋଇଛି । ତାଙ୍କର ୭୭ବର୍ଷ ବୟସରେ ପରଲୋକ ହୋଇଛି। ଓ୍ବିନଷ୍ଟନ୍ ଙ୍କ ସିନେମାଟି ଆମେରିକାର ଓସ୍କାର ବିଜେତା ହୋଇଥିଲା । ଗୃମ୍ ଅନେକ ଚମତ୍କାର ଉପନ୍ୟାସ ଲେଖି ଥିଲେ । ସେଗୁଡ଼ିକ ଅନେକ ପ୍ରଶଂସା ଜନକ ଥିଲା । ତାଙ୍କ ଲିଖିତ ଫରେଷ୍ଟ…

ଏହି ଦେଶରେ ଫେରିଛି କରୋନାର ଦ୍ବିତୀୟ…

ଜେନେଭା: ପୁଣି ୟୁରୋପକୁ ଫେରିଲା ମହାମାରୀ କରୋନାର ଦ୍ବିତୀୟ ଲହର। ଚଳିତ ବର୍ଷ ପ୍ରାରମ୍ଭରେ କରୋନାର ଅଧିକ ପ୍ରଭାବ ପଡ଼ିଥିଲା ୟୁରୋପ ଉପରେ ପଡିଥିଲା। ଏବେ ପୁଣି ୟୁରୋପରେ ଫେରିଛି କରୋନାର ଦ୍ବିତୀୟ ଲହର। ଏ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୟୁରୋପକୁ ସତର୍କ କରାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁତାବକ…

ଫୁଡ୍ ପଏଜନିଂର ଅସୁବିଧା ଦେଖାଯାଉଥିଲେ…

ଭୁବନେଶ୍ବର : ଆଜି କାଲି ଅନେକ ବ୍ୟକ୍ତି ନିଜର ସ୍ବାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି ତଥାପି ବେଳେବେଳେ ନିଜ ପ୍ରିୟ ଭାଦ୍ୟ କାରଣରୁ ରୋଗାଗ୍ରସ୍ତ ହୋଇପଡନ୍ତି । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ଫୁଡ୍ ପଏଜନିଙ୍ଗର ଶିକାର ହେବାକୁ ପଡି଼ଥାଏ। ଯାହା ଦ୍ବାରା…

ମେଲୋଡି କରି ଗଣିଲେ ୫୦ ହଜାର ତଣ୍ଡ

ଜଳେଶ୍ୱର: କରୋନା କଟକଣା କୁ ଫୁ। ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ କୋଭିଡ କଟକଣା ଜାରି କରାଯାଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଙ୍କୁଶ ଲଗାଯିବା ସହ ନିୟମ ଉଲ୍ଲଂଘନ କଲେ ଜୋରିମାନା ମଧ୍ୟ କରାଯାଉଛି। ଏହି ସମୟରେ…

ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌…

ନୂଆଦିଲ୍ଲୀ: ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍‌ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଗୁଗୁଲ ପକ୍ଷରୁ କୁହାଯାଇଛି ଯେ, ଗୁଗୁଲ କେବେବି ଜୁଆ ଖେଳ ସହତ ଜଡ଼ିତ ଆପକୁ ସମର୍ଥନ ଦେବ ନାହିଁ। ପେଟିଏମ୍‌ ଏବଂ ୟୁପିଆଇ ଆପ୍‌ One97 Communication Ltd ଦ୍ବାରା ଡେଭେଲପ୍‌ କରାଯାଇଛି।…