ଲକ୍ଡାଉନ୍ ସାଜିଲା ବାଧକ: ରୁଷ…
ବାଲେଶ୍ୱର: ଧର୍ମିୟ ଭାବନା ଆଗରେ ତୁଚ୍ଛ ହୋଇଛି ଜନ୍ମଭୂମି, କର୍ମଭୂମି। ଜନ୍ମଭୂମି ଛାଡ଼ି ତେର ନଈ ସାତ ଦରିଆ ଡେଇଁ ଓଡ଼ିଶାରେ ପହଁଞ୍ଚିଥିଲେ ରୁଷ ଦମ୍ପତ୍ତି। ଓଡ଼ିଶାର ସଂସ୍କୃତି, ଧର୍ମସ୍ଥଳୀ ଟାଣି ଆଣିଲା ଓଡ଼ିଶାକୁ। ଓଡ଼ିଆ ସଂସ୍କୃତିକୁ ଭଲ ପାଇବା ସହ ଇସ୍କନ ଧର୍ମରେ ଦିକ୍ଷୀତ ହେଲେ। ସେଦିନଠାରୁ ସେମାନେ…