ନବବଧୂର ସନ୍ଦେହଜନକ ମୃତ୍ୟୁ ଘଟଣା: ଗିରଫ…
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ତମାଣ୍ଡୋରେ ବନ୍ଦନା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା। ତମାଣ୍ଡ ପୁଲିସ ମୃତ ବନ୍ଦନା ଜେନାଙ୍କ ସ୍ୱାମୀ ଯାମିନୀ ଜେନା ଗିରଫ କରିଛି । ବନ୍ଦନାଙ୍କ ବାପାଘର ଲୋକ ହତ୍ୟା ଅଭିଯୋଗ ଆଣିଥିଲେ । ତମାଣ୍ଡୋ ଥାନାରେ ଏତଲା ପରେ ସ୍ୱାମୀ ଯାମିନୀ ଜେନାଙ୍କୁ ପୁଲିସ ଅଟକ ରଖି…