Odisha Link
Bridging the Missing Links in Odisha
Daily Archives

September 22, 2020

୩ ଦିନ ଲାଗି ରହିବ ବର୍ଷା

ଭୁବନେଶ୍ୱର: ଓଡ଼ିଶା ଉପରେ ବେଶୀ ପ୍ରଭାବ ଦେଖାଦେବ ନାହିଁ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ କମିଯିବ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ର କେତୋଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ କାରଣ ଲଘୁଚାପଟି ଛତିଶଗଡ଼ ଆଡ଼କୁ ମୁହାଁଇଛି । କେନ୍ଦ୍ର ପକ୍ଷରୁ…

ଘରକୁ ଆସିପାରନ୍ତି ରିୟା !

ମୁମ୍ବାଇ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତିଙ୍କୁ ଡ୍ରଗ୍ସ କାରବାର ନେଇ ପୁଲିସ ଗିରଫ କରିଥିଲା । ସେ ଆଜି ବାହାରକୁ ଆସି ପାରନ୍ତି । ଦୀର୍ଘ ୧୮ଦିନ ଜେଲରେ ରହିବା ପରେ ପୁଣିଥରେ ଜାମିନ ପାଇଁ ଆବେଦନ କରିପାରନ୍ତି ରିୟା । ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ରିମାଣ୍ଡ ଅବଧି ଆଜି ଶେଷ…

ଚୀନ୍ ପ୍ରଥମେ ସମସ୍ତ ବିବାଦୀୟ ସ୍ଥାନରୁ…

ନୂଆଦିଲ୍ଲୀ: ଗତକାଲି କମାଣ୍ଡର ସ୍ତରୀୟ ବୈଠକ ଦୁଇ ଦେଶର ସେନା ଅଧିକାରୀଙ୍କ ଉପସ୍ଥିତିରେ ବସିଥିଲା। ଏହି ବୈଠକ ପ୍ରାୟ ୧୨ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଏହି ବୈଠକଠି ଲଦାଖରେ ଭାରତ-ଚୀନ୍ ମଧ୍ୟରେ ତିକ୍ତତା ଉପରେ ଚାଲିଥିଲା । ଭାରତ ପକ୍ଷରୁ ଏକ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ଭାରତ…

ଗର୍ଭବତୀ ନାବାଳିକାକୁ ଜାଳି ଦେଲା…

ସବଡେଗା: ଗର୍ଭବତୀ ନାବାଳିକାକୁ ଜାଳି ଦେଲା ପ୍ରେମିକ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ସବଡେଗା ଅଞ୍ଚଳରେ ଘଟିଛି। ଏକ ଘର ଭିତରୁ ନାବାଳିକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ଜମୁନା ପଞ୍ଚାୟତର ମାୟାବାହାଲ ଗ୍ରାମର ବୁଢାପଡ଼ାର ଚଏତୁ ମାଝିଙ୍କ ଝିଅ ସଂଜୁ…

ରାଜ୍ୟରେ ଆଉ ୧୧ କରୋନା ସଂକ୍ରମିତ ମୃତ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୨୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

କରୋନା : ରାଜ୍ୟରେ ୪୧୮୯ ପଜିଟିଭି ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୪୧୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୮୩୧୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୪୫୩ ଜଣ କ୍ବାରେଣ୍ଟାଇନ୍‌ରେ…

ବିରୁପା ନଦୀର ପୋଲରେ ୬ ଦିନ ପାଇଁ କଟକଣା

ଭୁବନେଶ୍ବର : ଭୁବନେଶ୍ବରରୁ କଟକ ଯିବା ବେଳେ ମହାନଦୀର ମଝି ବ୍ରିଜ୍‌ ,କୁଆଖାଇ, କାଠଯୋଡି ଓ ବିରୁପା ନଦୀର ବାମପଟ ବ୍ରିଜ୍‌ ରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ତଦାରଖ ଓ ଅନୁଧ୍ୟାନ କାର୍ଯ୍ୟ କରାଯିବାକୁ ନିଷ୍ପତ୍ତି ହୋଇଛି। ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଚାଲୁଥିବାରୁ ବ୍ରିଜ୍‌…

ରାଜ୍ୟରେ ୨୪ ଘଣ୍ଟାରେ ୪୫,୬୭୬ କରୋନା…

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ନମୁନା ଟେଷ୍ଟ ହୋଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ରାଜ୍ୟରେ ଆରଟିପିସିଆର, ଆଣ୍ଟିଜେନ୍‌ ଓ ଟ୍ରୁନଟ୍‌ ମାଧ୍ୟମରେ କରୋନା ନମୁନା ଟେଷ୍ଟ କରାଯାଇଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ,…

ଭୁବନେଶ୍ବରର ୩ କୋଭିଡ୍ ହସ୍ପିଟାଲରେ ମକ୍‌…

ଭୁବନେଶ୍ବର: ଗତକାଲି କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ଭୁବନେଶ୍ବରରେ ଥିବା କୋଭିଡ ହସ୍ପିଟାଲକୁ ନେଇ ଅଧିକ ସଚେତନ ହୋଇ ଉଠିଛନ୍ତି। କୌଣସି ପ୍ରକାର ଦୁର୍ଘଟଣାକୁ ଏଡାଇବା ପାଇଁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ କରିଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ…

ବାଲେଶ୍ୱରରେ ବିପଦ ସଙ୍କେତ ଉପରେ ଜଳକା

ଭୁବନେଶ୍ୱର: ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବିପଦ ସଙ୍କେତ ଉପରେ ଜଳକା। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ନେଇ ସ୍ଥାନୀୟ ପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଜିଲ୍ଲାର ବସ୍ତା ବ୍ଲକ ମଥାନୀରେ ଜଳକା ନଦୀର ବିପଦ ସଙ୍କେତ ୫.୫୦ ମିଟର ରହିଥିବା…