ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟାରର ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟାର ପରୀକ୍ଷା ଆରମ୍ଭ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ +୩ ଓ ପିଜି ଶେଷ ସେମିଷ୍ଟାରର ପରୀକ୍ଷା ପରିଚଳନା କରିବେ ରାଜ୍ୟ ସରକାର। ଉଭୟ ଅନ୍ଲାଇନ୍ ଓ ଅଫ୍ ଲାଇନ୍ ମାଧ୍ୟମରେ ହେବ ପରୀକ୍ଷା କରାଯିବ।
ଆଜିଠୁ +୩ ଓ ପିଜି ଶେଷ ଶେଷ ସେମିଷ୍ଟାରର ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ ଥିଓରୀ ପରୀକ୍ଷା। କରୋନା କଟକଣା ଭିତରେ ପରୀକ୍ଷା କରାଯିବ। ଅକ୍ଟୋବର ୧୦ ସୁଦ୍ଧା ଏ ସବୁ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
Comments are closed.