Odisha Link
Bridging the Missing Links in Odisha
Daily Archives

September 23, 2020

ଶ୍ରୀମନ୍ଦିର କବାଟ ରୁପା ଛାଉଣୀ…

ପୁରୀ: ଶ୍ରୀମନ୍ଦିରର ୩ ଦ୍ୱାରର କବାଟ ରୁପା ଛାଉଣୀ ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଆଜି ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଏକ ୪ ଜଣିଆ କମିଟି ପକ୍ଷରୁ ୩ ଦ୍ୱାର କବାଟର ମାପଚୁପ କରାଯାଇଛି। ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ନେତୃତ୍ୱରେ ଉକ୍ତ କମିଟି ମାପଚୁପ କରୁଥିବା ଜଣାଯାଇଛି।…

୫ ଶହ ଟଙ୍କା ପାଇଁ ପିଟି ପିଟି ମାରିଦେଲେ!

ମୟୂରଭଞ୍ଜ: ୫ ଶହ ଟଙ୍କା ପାଇଁ ଜଣେ ନାବାଳକକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କିଆପାଣପୋଷି ଗ୍ରାମରେ। ପଡେ଼ାଶୀ ଘରୁ ୫ ଶହ ଟଙ୍କା ଚୋରି ପାଇଁ ନାବାଳକୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ନାବାଳକ…

ହୀରାକୁଦର ୧୨ଟି ଗେଟ୍ ନେଇ ଜଳ ନିଷ୍କାସନ

ଭୁବନେଶ୍ୱର: ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଥିବାରୁ ହୀରାକୁଦର ଜଳସ୍ତର ଧୀରେ ଧୀରେ ବଢିବାରେ ଲାଗିଛି। ଫଳରେ ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ ଖୋଲାଯାଇଛି। ଏବେ ମୋଟ ୧୨ଟି ଗେଟ୍ ଦେଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ଜାରି ରହିଛି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ…

କରୋନା ମୁକାବିଲାରେ ଆଉ ଏକ ମାଇଲଖୁଣ୍ଟ,…

ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷଣ ବଢିବା ସହ କରୋନା ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାକୁ ବିଭିନ୍ନ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ସରକାର। କିଭଳି ଆକ୍ରାନ୍ତଙ୍କ ଚିକିତ୍ସା ଶୁରୁଖୁରୁରେ ହୋଇପାରିବ ଏବଂ ସୁସ୍ଥତା ହାର ବୃଦ୍ଧି ପାଇବ ସେ ନେଇ…

ଦୁର୍ଗା ମୂର୍ତ୍ତି ଉଚ୍ଚତା, ପୁଣି…

କଟକ: ଦଶହରା ପୂଜା ପାଇଁ ମା’ ଦୁର୍ଗାଙ୍କ ମୂର୍ତ୍ତିଙ୍କ ଉଚ୍ଚତାକୁ ନେଇ ବିବାଦ ଥମିବାର ନାଁ ନେଉନି। ଆଜି ପୁଣି ପୂଜା କମିଟି ହାଇକୋର୍ଟରେ ୩ଟି ମାମଲାର ରୁଜୁ କରିଛି। କଟକର ବାଲୁବଜାର ପୂଜା କମିଟି ସଭାପତି ଏସ କେ ସାଙ୍ଗାନାରିଆ ହାଇକୋର୍ଟରେ କମିଶନରେଟ ପୁଲିସ ବିରୋଧରେ ମାମଲା କରିବା ସହ ଏକ ରିଭ୍ୟୁ…

ଅଫର ଦେଲେ ଛିଡ଼ା ହେବିନି: ଅରୁଣ ଦେ

ଭୁବନେଶ୍ୱର: ଅଫର ଦେଲେ ବି ଛିଡ଼ା ହେବି ନାହିଁ। ଏଭଳି କହିଛନ୍ତି ବିଜେଡି ନେତା ଅରୁଣ ଦେ। ବାଲେଶ୍ୱର ଉପନିର୍ବାଚନ ପରିପ୍ରେକ୍ଷୀରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ନିଜ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ଖଣ୍ଡନ କରିବା ସହ ଅରୁଣ ଦେ ଏଭଳି କହିଛନ୍ତି। ଅଫର ଦେଲେ ଛିଡ଼ା ହେବେ କି ନାହିଁ ପ୍ରଶ୍ନରେ ‘ନୋ’ ବୋଲି…

ଏହି କାରଣରୁ ରିୟାଙ୍କ ଜାମିନ ଆବେଦନ…

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ରିୟା ଏବଂ ଭାଇ ଶୋଭିକ୍ ଗତକାଲି ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ ଏବଂ ଆଜି ସେମାନଙ୍କ ଆବେଦନ ଶୁଣାଣି ହେବାର ଥିଲା ମାତ୍ର ବମ୍ବେ ହାଇକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣିକୁ ଘଞ୍ଚାଇଛନ୍ତି। ରିୟାଙ୍କ…

ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା:…

କେନ୍ଦ୍ରପଡ଼ା: ରାଜନଗର ମହୁଲିଆ ମାଣପଡ଼ାରେ ମାଆ ଝିଅଙ୍କ ଶବ ପଡ଼ିରହିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ବୁଝାସୁଝା ପାଇଁ ଯାଇଥିବା ତହସିଲଦାର, ଆଇଅଇସି, ବିଡିଓଙ୍କୁ ଅଟକ ରଖିଛନ୍ତି ଗାଁ ଲୋକେ। ଅଭିଯୁକ୍ତଙ୍କ ଗିରଫ ଦାବିରେ ଅଧିକାରୀଙ୍କ ଗାଡ଼ି ଆଗରେ ଧାରଣା ଦେଇଛନ୍ତି ମହିଳା। ଗାଁରେ ଆମ୍ବୁଲାନ୍ସ ଭିତରେ ମାଆ ଓ…

ବିଜେଡି ଛାଡ଼ିବାର ନାହିଁ : ରବୀନ୍ଦ୍ର…

ଭୁବନେଶ୍ବର: ବାଲେ‌ଶ୍ବରର ପୂର୍ବତନ ସାଂସଦ ତଥା ଜିଲ୍ଲା ସଭାପତି ବିଜେଡି ଛାଡ଼ିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାର ପୂର୍ଣ୍ଣଛେଦ ଟାଣିଛନ୍ତି ରବୀନ୍ଦ୍ର ଜେନା । ପୂର୍ବତନ ସାଂସଦ ରବୀନ୍ଦ୍ର କହିଛନ୍ତି ଯେ, ମୁଁ ଅସନ୍ତୁଷ୍ଟ ନାହିଁ କି ଉପନିର୍ବାଚନରେ ପ୍ରାର୍ଥୀ ହେବାକୁ ଆଶା ରଖି ନାହିଁ। ମୁଖ୍ୟମନ୍ତ୍ରୀ…

ଆଜି ଶୁଣାଣି, ରିୟାଙ୍କୁ ମିଳିବ କି ବେଲ୍?

ମୁମ୍ବାଇ: ରିୟା ଜେଲରେ ରହିବେ ନା ବେଲ ମିଳିବ ଏନେଇ ଚର୍ଚ୍ଚା ଜୋର ଧରିଛି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଗିରଫ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ରିଆ ଓ ତାଙ୍କ ଭାଇ ସୌଭିକଙ୍କ ଜାମିନ ଶୁଣାଣି…