Odisha Link
Bridging the Missing Links in Odisha

ସ୍ତ୍ରୀକୁ ହତ୍ୟା କରି ସ୍ବାମୀ ଫେରାର !

ଖୋର୍ଦ୍ଧା: ଟାଉନ ଥାନା ମୁକୁନ୍ଦପ୍ରସାଦରେ ମହିଳାଙ୍କୁ ବୀଭତ୍ସ ଭାବରେ ହତ୍ୟା କରାଯାଇଛି। ରାତିରେ ଶୋଇଥିଲା ବେଳେ ସ୍ବାମୀ ହତ୍ୟା କରି ଚମ୍ପଟ୍‌ ମାରିଥିବା ଅଭିଯୋଗ ହୋଇଛି। ସ୍ବାମୀକୁ ଅଭିଯୁକ୍ତ ଦର୍ଶାଇ ଥାନାରେ ଏତଲା କଲେ ଶ୍ବଶୁର ଘର ଲୋକେ। ଅଭିଯୁକ୍ତ ଜଣଙ୍କ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ଜଣା ପଡ଼ିଛି। କାଲି ଶ୍ବଶୁରର ଘର ଆସି ହତ୍ୟା କରିଥିବା ଅଭିଯୋଗ ହୋଇଛି।

Comments are closed.