ବ୍ରାହ୍ମଣୀ ନଦୀରେ ବୁଡ଼ି ୨ଯୁବକ ନିଖୋଜ By ପ୍ରଗତି ପଣ୍ଡିତ On Sep 28, 2020 ବଣାଇ : ଆଜି ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି । ସେମାନେ ଆଜି ଚାନ୍ଦିପୋସ ଥାନା ବିରତୋଳାରେ ଗାଧୋଇଯିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା। ଯୁବକ ଦୁହିଁଙ୍କୁ ରାଉଲକେଲାର ଅଗ୍ନିଶମ ବାହିନୀର ଖୋଜାଖୋଜି କରୁଛି । Brahmani RiverOdishaTwo youth Share
Comments are closed.