Odisha Link
Bridging the Missing Links in Odisha

ଏଟିଏମରୁ ଲୁଟ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏଟିଏମ ଲୁଟ ସମୟରେ କମିଶନରେଟ ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଆଜି ଜଣାପଡ଼ିଛି। ଗିରଫ ଯୁବକଙ୍କ ନାଁରେ ଥାନାରେ ୮ ରୁ ଅଧିକ ମାମଲା ରହିଥିବା ବେଳେ ପ୍ରାୟ ୪୨ ହଜାର ଟଙ୍କା ଜବତ ହୋଇଛି। ବରିଷ୍ଠ ନାଗରିକଙ୍କୁ ହାତେଇ ଟଙ୍କା ଲୁଟ କରୁଥିବା ସମୟରେ ଯୁବକ ଗିରଫ ହୋଇଥିବା ନେଇ ସୂଚନା ମିଳିଛି। ଘଟଣାର ତଦନ୍ତ ଜାରି ରହିଛି।

Comments are closed.