୧୦ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ସୁର

ଭୁବନେଶ୍ବର: ଉପନିର୍ବାଚନ ତାରିଖ ଘୋଷଣା ପରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ନେଇ ସୁର ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି। ସୁର ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ୧୦ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ।
ଉପନିର୍ବାଚନ ପାଇଁ ୧୨ ତାରିଖ ସୁଦ୍ଧା କଂଗ୍ରେସ ପ୍ରାର୍ଥୀପତ୍ର ଦାଖଲ କରିବ। ପ୍ରଦେଶ ନିର୍ବାଚନ କମିଟି କେନ୍ଦ୍ରୀୟ କମିଟିକୁ ପ୍ରାର୍ଥୀଙ୍କ ତାଲିକା ଦେଇଛି।
Comments are closed.