ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ
![](https://www.odishalink.com/wp-content/uploads/2020/09/Matric-supplementary-11.jpg)
ଭୁବନେଶ୍ୱର: ଅକ୍ଟୋବର ୫ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ଆରମ୍ଭ ହେବାକୁ ଯାଉଛି। ମାଟ୍ରିକ ସପ୍ଲିମେଣ୍ଟାରୀ ଖାତାଦେଖା ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ୧୨ଟି ମୂଲ୍ୟାୟନ କେନ୍ଦ୍ରରେ ୩,୫୩୧ ଜଣ ଶିକ୍ଷକ ସପ୍ଲିମେଣ୍ଟାରୀ ଖାତା ଦେଖିବେ।
Comments are closed.