Odisha Link
Bridging the Missing Links in Odisha
Daily Archives

September 29, 2020

ନନ୍ଦନକାନନରେ ସିଂହୀ ‘ସୁପ୍ରିୟା’ ମୃତ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଗତ କିଛି ଦିନ ଧରି ଅସୁସ୍ଥ ଥିବା ସିଂହୀ ‘ସୁପ୍ରିୟା’ର ଆଜି ସକାଳ ପ୍ରାୟ ସାଢ଼େ ୯ଟା ବେଳେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ସୁପ୍ରିୟାକୁ ୧୫ ବର୍ଷ ହୋଇଥିବା ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରକାଶ ଯେ, କରୋନା ମହାମାରୀ ଯୋଗୁ ଦୀର୍ଘ ଦିନ ହେଲା…

ଘୋଷଣା ହେଲା ବାଲେଶ୍ବର ଓ ତିର୍ତ୍ତୋଲ…

ଭୁବନେଶ୍ବର: ଭୁବନେଶ୍ବର: ଘୋଷଣା ହେଲା ରାଜ୍ୟର ୨ଟି ବିଧାନସଭା ଉପନିର୍ବାଚନ ତାରିଖ। ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଆଜି ଉପନିର୍ବାଚନ ତାରିଖ ଘୋଷଣା କଲେ ନିର୍ବାଚନ କମିଶନ। ନଭେମ୍ବର ୩ ତାରିଖରେ ଉଭୟ ବିର୍ବାଚନ ମଣ୍ଡଳି ପାଇଁ ଭୋଟ ଗ୍ରହଣ ହେବ। ନାମାଙ୍କନ ଦାଖଲର…

ସସ୍ମିତ ପାତ୍ରଙ୍କୁ କରୋନା

ନୂଆଦିଲ୍ଲୀ: ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କର କରୋନ ପଜିଟିଭ୍‌ ରିପୋର୍ଟ ଆସିଛି। ଏନେଇ କରୋନା ପଜିଟିଭ ନେଇ ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି ସସ୍ମିତ ପାତ୍ର। ପଜିଟିଭ ଚିହ୍ନଟ ପରେ ଏବେ ହୋମ୍‌ ଆଇସୋଲେସନରେ ଅଛନ୍ତି ସସ୍ମିତ। ଏହା ସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଟେଷ୍ଟ…

ବିଧାନସଭା: ଶୋକ ପ୍ରସ୍ତାବ ଆଗତ ପରେ…

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ଅଧିବେଶନ। ଆଜି ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଚଳିତ ଅଧିବେଶନ ପାଇଁ ବିଧାନସଭାର ରୂପରେଖ ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି। କୋଭିଡ କଟକଣା ଭିତରେ…

ଦୁର୍ଘଟଣାରେ ପରେ ଉତ୍ତ୍ୟକ୍ତ ଲୋକଙ୍କ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଷମକଟକ ଥାନା ଅନ୍ତର୍ଗତ ଝିମିରିଗୁଡ଼ା ନିକଟରେ ଟ୍ୟାଙ୍କର ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ରାୟଗଡ଼ା-ବିଷମକଟକ ରାସ୍ତା ଅବରୋଧ କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ବିଷମକଟକ…

ଗ୍ରାହକ ବେଶରେ ଆସି ଲୁଟିଲେ ସୁନା ଚେନ

ଖୋର୍ଦ୍ଧା: ଗ୍ରାହକ ବେଶରେ ଆସି ମହିଳା କର୍ମଚାରୀଙ୍କ ବେକରୁ ସୁନା ଚେନ୍ ଲୁଟିଛି ଲୁଟେରା। ଲୁଟର ଲାଇଭ୍ ଭିଜୁଆଲ୍ସ ଦେଖିବାକୁ ମିଳିଛି। ଘଟଣା ଘଟିଛି ଜଟଣୀ ବଜାରରେ ଥିବା ମା କମ୍ୟୁନିକେସନ ସେଣ୍ଟରରେ। ଜଣେ ବ୍ୟକ୍ତି ମୁହଁରେ ମାସ୍କ ଏବଂ ହେଲମେଟ୍ ପିନ୍ଧି ନିଜକୁ କ୍ୟାମେରାରୁ ଲୁଚାଇବାକୁ ଉଦ୍ୟମ କରିଛି।…

କନିଷ୍ଠ ଯନ୍ତ୍ରୀ ନିଖୋଜ

ସୁନ୍ଦରଗଡ଼: ଆଜି କନିଷ୍ଠ ଯନ୍ତ୍ରୀ ସୁଧିର କୁମାର ନାୟକ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଭସ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭସ୍ମା-କୁଣ୍ଡୁକେଲା ମଝି ସଫେଇ ନଦୀ ପୋଲରୁ ଯନ୍ତ୍ରୀଙ୍କ ବାଇକ ଚପଲ ଜବତ ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ନିଖୋଜ ଖବର ମିଳିବା ପରେ ଖୋଜାଖୋଜି ଆରମ୍ଭ…

ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ। ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ଯାଏ ଚାଲିବ। କରୋନା ମହାମାରୀ ସମୟରେ କୋଭିଡ କଟକଣାକୁ ଗୁରୁତ୍ୱ ଦେଇ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି। ଦିନ ୧୧ଟାରୁ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପୂର୍ବଭଳି ଏଥର ଆରମ୍ଭରୁ ଯେଭଳି ପ୍ରଶ୍ନକାଳ…

କରୋନା: ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା । ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

କରୋନା: ରାଜ୍ୟରେ ୩୦୬୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୦୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୫୬୭୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…