Odisha Link
Bridging the Missing Links in Odisha
Daily Archives

September 29, 2020

ଏଟିଏମରୁ ଲୁଟ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏଟିଏମ ଲୁଟ ସମୟରେ କମିଶନରେଟ ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଆଜି ଜଣାପଡ଼ିଛି। ଗିରଫ ଯୁବକଙ୍କ ନାଁରେ ଥାନାରେ ୮ ରୁ ଅଧିକ ମାମଲା ରହିଥିବା ବେଳେ ପ୍ରାୟ ୪୨ ହଜାର ଟଙ୍କା ଜବତ ହୋଇଛି। ବରିଷ୍ଠ ନାଗରିକଙ୍କୁ ହାତେଇ ଟଙ୍କା ଲୁଟ କରୁଥିବା ସମୟରେ ଯୁବକ ଗିରଫ ହୋଇଥିବା ନେଇ…

ବିଧାନସଭା: ନବୀନ ନିବାସରୁ ଯୋଗଦେବେ…

ଭୁବନେଶ୍ବର: ଆଜିଠୁ ମୌସୁମୀ ଅଧିବେଶ ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବିଧାନସଭା ଅଧିବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଲୋକସେବା ଭବନରେ ଉପସ୍ଥିତ ରହିବେ ୬ ଜଣ ବିଧାୟକ। ଲୋକସେବା ଭବନରେ ରହିବେ ଉଷା ଦେବୀ, ସାବିତ୍ରୀ…

ଆଉ ୫ ବିଧାୟକଙ୍କୁ କରୋନା !

ଭୁବନେଶ୍ବର: ଆଜି ବିଧାନସଭାର ମୌସୁମି ଅଧିବେଶ ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି…

କରୋନା: ଦେଶରେ ହ୍ରାସ ପାଉଛି ସଂକ୍ରମଣ ଓ…

ନୂଆଦିଲ୍ଲୀ: ଦୀର୍ଘ ଦୀନ ଧରି କରୋନା ସଂକ୍ରମଣ ଦେଶର ଲୋକମାନଙ୍କୁ ଆତଙ୍କିତ କରି ଆସୁଛି। ହେଲେ ଏବେ ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଛି। ୨୪ ଘଣ୍ଟାରେ ମଧ୍ୟରେ ୭୦, ୫୮୯ ନୂଆ ସଂକ୍ରମିତ ଚିହ୍ନଟ ହେବା ସହ ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ୬୧, ୪୫,୨୯୫ ରେ…

ଆଜି ବାଜିପାରେ ବାଲେଶ୍ୱର ଓ ତିର୍ତୋଲ…

ଭୁବନେଶ୍ବର: ଆଜି ବାଲେଶ୍ୱର ସଦର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନର ତାରିଖ ଘୋଷଣା ହୋଇପାରେ। ଆଜି ୬୪ ବିଧାନସଭାର ଉପନିର୍ବାଚନ ଓ ଗୋଟିଏ ଲୋକସଭା ଆସନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ଆଶା କରାଯାଉଛି, ଏଠାରେ ଦୁଇ ଆସନ୍ର ଉପନିର୍ବାଚନ ପାଇଁ ତାରିଖ ଘୋଷଣା…

ଆଜି ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ନମାମି ଗଙ୍ଗେ ମିଶନ୍‍ ଅଧୀନରେ ଉତ୍ତରାଖଣ୍ଡରେ ୬ଟି ବଡ଼ ପ୍ରକଳ୍ପକୁ ଉଦ୍‍ଘାଟନ କରିବେ। ସେହି ପ୍ରକଳ୍ପ ମଧ୍ୟରେ ଦୈନିକ ୬୮ ନିୟୁତ ଲିଟର ନର୍ଦ୍ଦମା ଜଳ ପରିଷ୍କାର କାରଖାନା, ଜଗଜିତପୁରଠାରେ ଦୈନିକ ୨୭ ନିୟୁତ ଲିଟର…

କରୋନା: ସେବାୟତଙ୍କୁ ଘାରିଛି ସଂକ୍ରମଣର…

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା। ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ ଘାରିଛି ସଂକ୍ରମଣର ଭୟ। ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ମୋଟ ୪୦୪ ଜଣଙ୍କ ମଧ୍ୟରୁ ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ…

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୩ ନାମଲେଖା…

ଭୁବନେଶ୍ବର: ଗତକାଲି ମେରିଟ୍‌ ଲିଷ୍ଟ ତଥା କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇବାରେ ଆଜିଠାରୁ ଯୁକ୍ତ ୩ କଲେଜରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୨୦-୨୧ ଶିକ୍ଷାବର୍ଷରେ ୧୦୨୯ କଲେଜର ୨,୪୯, ୭୯୦ ସିଟ୍‌ ପାଇଁ ୨,୧୩,୯୫୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧,…

କଂଗ୍ରେସର ୯ ବିଧାୟକ କରୋନା ନେଗେଟିଭ୍…

ଭୁବନେଶ୍ବର: ଆଜିଠାରୁ ବସୁଛି ବିଧାନସଭାର ମୌସୁମୀ ଅଧିବେଶନ। ଗତକାଲି କୋଭିଡ୍‌ ପରୀକ୍ଷା ପ୍ରାୟ ୨ ଶହ ନମୁନାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଲଗାତାର ମନ୍ତ୍ରୀ ବିଧାୟକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଘାରିଛି…

ଆଜିଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ। କୋଭିଡ୍‌ ପରୀକ୍ଷା ପ୍ରାୟ ୨ ଶହ ନମୁନାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଧାୟକ ଦେବୀ…