Odisha Link
Bridging the Missing Links in Odisha

ତଥ୍ୟ ଲୁଚାଉଛନ୍ତି ସରକାର: ସାଲୁଜା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନା ନେଇ ଘେରିଲା କଂଗ୍ରେସ। ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଛନ୍ତି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହୁଛନ୍ତି ସରକାର। ପ୍ରତ୍ୟହ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି। ସରକାର କହୁଛନ୍ତି ୩ରୁ ୪ ହଜାର। ରାଜ୍ୟ ଜନସଂଖ୍ୟାରୁ ୭୨ ଲକ୍ଷ ଲୋକ ପଜିଟିଭ୍‌ ବାହାରିବେ। ଟିଏମ୍‌ସରେ କେତେ ଖର୍ଚ୍ଚ। କେତେ ଟେଷ୍ଟ ହେଲା ସରକାର ଲୁଚାଉଛନ୍ତି। ପ୍ରତି ବ୍ଲକରେ ଦୈନିକ ୫୦୦। ଜିଲ୍ଲାର କୋଭିଡ୍‌ ଟେଷ୍ଟ ହେଉ।

Comments are closed.