କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ପ୍ରଶଂସା
ଭୁବନେଶ୍ୱର: କୋଭିଡ୍ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ। କୋଭିଡ ମୁକାବିଲାରେ ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ପ୍ରଶଂସା କରାଯାଇଛି। ଏଥିସହ ଗ୍ରାମପଞ୍ଚାୟତକୁ ସ୍ବତନ୍ତ୍ର କ୍ଷମତା ଏବଂ ଟେଷ୍ଟିଂ କ୍ଷମତା ବୃଦ୍ଧି ନେଇ ପ୍ରଶଂସା କରାଯାଇଛି। ଏନେଇ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।
World Health Organisation has praised #Odisha’s effective governance & community-based strategies to fight against #COVID19. WHO has highlighted the early containment measures, dedicated covid hospitals, ramped up testing and decentralised management of the pandemic through GPs. https://t.co/2HpEC3qwX7
— CMO Odisha (@CMO_Odisha) September 30, 2020
Comments are closed.