Odisha Link
Bridging the Missing Links in Odisha
Monthly Archives

September 2020

ଯୌନଶୋଷଣ ଅଭିଯୋଗ ମାମଲା: ଅନୁରାଗ…

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପାୟଲ ଘୋଷଙ୍କ ଯୌନଶୋଷଣ ଅଭିଯୋଗ ନେଇ ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ। ଯୌନ ନିର୍ଯାତନା ନେଇ ପାୟଲ ଅଭିଯୋଗ କରିବା ପରେ ମୁମ୍ବାଇ ପୁଲିସ ଜେରା ପାଇଁ ଅନୁରାଗଙ୍କୁ ସମନ ପଠାଇଛି। ଆସନ୍ତାକାଲି ହାଜର ହେବା ପାଇଁ ନିର୍ଦ୍ଦେଶ ସମନ ପଠାଇଛି ମୁମ୍ବାଇ…

କରୋନା ପରିଚାଳନାରେ ସରକାର ଫେଲ:…

ଭୁବନେଶ୍ବର: କରୋନା ପରିଚାଳନାରେ ସରକାର ଫେଲ୍‌ ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। ପ୍ରବାସୀ ଓଡ଼ିଆଙ୍କୁ ଆଣିବାରେ ସ୍ବାର୍ଥପର ଭାବେ କାମ କଲେ ମୁଖ୍ୟମନ୍ତ୍ରୀ। ଟିଏମସିରୁ ୭ ଦିନ ଭିତରେ ଛାଡ଼ିଦେଲେ। ସଂକ୍ରମଣ ଚାରିଆଡ଼େ ବ୍ୟାପିଗଲା। ଅଣ କୋଭିଡ୍‌ ରୋଗୀ ମେଡିକାଲରେ ଚିକିତ୍ସା ପାଉ…

ଦୁର୍ଗା ମୂର୍ତ୍ତି ବିବାଦ: ଅକ୍ଟୋବର ୯କୁ…

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ୯ ତାରିଖକୁ ଘୁଞ୍ଚିଲା। ମୂର୍ତ୍ତି ଉଚ୍ଚତା ବିବାଦ ନେଇ ଜବାବ ମାଗିଛନ୍ତି ହାଇକୋର୍ଟ। ତଳ ତେଲେଙ୍ଗା ବଜାର ଓ ଫିରିଙ୍ଗି ବଜାର ପୂଜା କମିଟି ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି ହାଇକୋର୍ଟ।…

ବାବ୍ରୀ ଭଙ୍ଗାରେ କୌଣସି ଷଡ଼ଯନ୍ତ୍ର ନଥିଲା…

ନୂଆଦିଲ୍ଳୀ: କୋର୍ଟରୁ ଦୋଷମୁକ୍ତ ପରେ ମୁରଲୀ ମନୋହାର ଯୋଶୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଯୋଶୀ କହିଛନ୍ତି ଯେ, କୌଣସି ଷଡ଼ଯନ୍ତ୍ର ନଥିଲା। ସବୁକିଛି ଅଚାନକ ଘଟିଥିଲା। କୋର୍ଟଙ୍କ ରାୟ ପରେ ଏ ବିବାଦ ସମାପ୍ତ ହେବା ଦରକାର। ପ୍ରକାଶ ଯେ, ବାବ୍ରୀ ମସଜିଦ ଭଙ୍ଗା ମାମଲାର ରାୟ ପ୍ରକାଶ ପାଇଛି।…

କୋଭିଡ୍‌ ନିୟନ୍ତ୍ରଣ ଭିତରେ ଓଡ଼ିଶା:…

ଭୁବନେଶ୍ବର: କୋଭିଡ୍‌ କଟକଣା ଭିତରେ ବିଧାନସଭାର ଦ୍ବିତୀୟ ଦିନ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବିଧାନସଭାରେ ରାଜ୍ୟର କୋରନା ସ୍ଥିତି ନେଇ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ମୁଲତବି ନୋଟିସ ଆଲୋଚନାରେ ସ୍ବାସ୍ଥ୍ୟମନ୍ତ୍ରୀ ନିଜର ବିବୃତି ପ୍ରଦାନ କରିଥିଲେ। ମନ୍ତ୍ରୀ ନବ…

କରୋନା: ରାଜ୍ୟରେ ଆଉ ୧୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୪୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଆସିଲା ବାବ୍ରୀ ରାୟ, ସମସ୍ତ ୩୨ ଅଭିଯୁକ୍ତ…

ଲକ୍ଷ୍ନୌ: ଆଜି ବାବ୍ରି ମସଜିଦ୍‌ ମାମଲାର ଶୁଣାଣି ସିବିଆଇର ସ୍ୱତନ୍ତ୍ର କୋର୍ଟ କରିଛନ୍ତି। ମସଜିଦ ଭାଙ୍ଗିବା ନେଇ କୌଣସି ଷଡ଼ଯନ୍ତ୍ର ହୋଇ ନ ଥିଲା। ବାବ୍ରୀ ଭଙ୍ଗା ପୂର୍ବ ନିର୍ଦ୍ଧାରିତ ଯୋଜନ ନ ଥିଲା ବୋଲି ବିଚାରପତି ଏସ.କେ ଯାଦବ କହିଛନ୍ତି। ଏହି ମାମଲାରେ ସମସ୍ତ ୩୨ ଜଣ ଅଭିଯୁକ୍ତଙ୍କୁ ସିବିଆଇ…

କରୋନା: ରାଜ୍ୟରେ ୩୪୪୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୪୪୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୯୧୧୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…

ତଥ୍ୟ ଲୁଚାଉଛନ୍ତି ସରକାର: ସାଲୁଜା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ କୋଭିଡ୍‌ ପରିଚାଳନା ନେଇ ଘେରିଲା କଂଗ୍ରେସ। ରାଜ୍ୟ ସରକାର କରୋନା ତଥ୍ୟ ଲୁଚାଉଛନ୍ତି ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା। ପ୍ରଶ୍ନ ପଚାରିଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି କହୁଛନ୍ତି ସରକାର। ପ୍ରତ୍ୟହ ୧୦ ହଜାର ଆକ୍ରାନ୍ତ ହେଉଛନ୍ତି। ସରକାର କହୁଛନ୍ତି ୩ରୁ ୪ ହଜାର।…

ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବ୍ରହ୍ମୋସର ବ୍ୟାବହାରିକ ପରୀକ୍ଷଣ ହୋଇଛି। ସୁପରସୋନିକ କ୍ରିଜ ମିଜାଇଲ ବ୍ରହ୍ମୋସର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ଆଜି ସକାଳ ୧୦ଟା ୨୭ରେ ୩ ନମ୍ବର ଇଞ୍ଚ ପ୍ୟାଡରୁ ଏହି ପରୀକ୍ଷଣ କରାଯାଇଛି। ଭାରତ-ରୁଷିଆ ମିଳିତ ଜ୍ଞାନ କୌଶଳରେ ବ୍ରହ୍ମୋସ ମିଜାଇଲ…