ୟୁପି ଗଣଦୁଷ୍ମର୍ମ ମାମଲାରେ ଏସଆଇଟି ଗଠନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ଏନେଇ ୩ ଜଣିଆ ଏସଆଇଟି ଗଠନ କଲେ ୟୁପି ମୁଖମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ୭ ଦିନ ଭିତରେ ସବିଶେଷ ରିପୋର୍ଟ ଦାଖଲ ପାଇଁ ଏସଆଇଟିକୁ ନିର୍ଦ୍ଦେଶ ଦିଆ ଯାଇଛି। ଫେଷ୍ଟ-ଟ୍ରାକ୍ କୋର୍ଟରେ ଗଣଦୁଷ୍କର୍ମ ମାମଲାର…