Odisha Link
Bridging the Missing Links in Odisha
Daily Archives

October 3, 2020

କୋଭିଡକୁ ନେଇ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ୱର: ଗୃହରେ କୋଭିଡ୍ ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା। ଘରୋଇ ଓ ସରକାରୀ ହସ୍ପିଟାଲ ଯାଞ୍ଚ୍ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଛନ୍ତି। ବିଭାଗୀୟ ମନ୍ତ୍ରୀ ସ୍କ୍ୱାର୍ଡ ଗଠନ କରି ଯାଞ୍ଚ କରିବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରୁଲିଂ କରିଥିବା…

ଫାଭିପିରାଭିର ନେଇ ଏସଓପି ଜାରି କଲା…

ଭୁବନେଶ୍ବର: ହୋମ୍ ଆଇସୋଲେସନ ଆକ୍ରାନ୍ତଙ୍କୁ ଫାଭିପିରାଭିର ଦେବା ନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରି କରାଯାଇଛି। ସମସ୍ତ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ ସମ୍ପୃକ୍ତ ଏସଓପି ପଠାଇଛନ୍ତି। କରୋନା ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର ଦିଆଯିବ…

ଜରିମାନା ଜାଲିଆତି: ସରକାରୀ ତହବିଲକୁ…

କଟକ: ମାସ୍କ ପିନ୍ଧି ନ ଥିଲେ ବୋଲି ୨ ଶହ ଟଙ୍କା ଜରମାନା ଦେଲେ। ଚାଉଳିଆଗଞ୍ଜ ପୁଲିସ ରସିଦ୍‌ ମଧ୍ୟ କାଟିଲା। ମାତ୍ର ସୂଚନା ଅଧିକାର ଆଇନ ବଳରେ ତଥ୍ୟରେ ଦର୍ଶଯାଇଛି ଶହେ ଟଙ୍କା କଟାଯାଇଛି। ଗୋଟଏ ପଟେ ୨ ଶହ ଟଙ୍କା ରସିଦ୍‌ ପୁଲିସ୍‌ ଦେଉଥିବାବେଳେ କେବଳ ଶହେ ଟଙ୍କା ସରକାରୀ ପାଣ୍ଠିରେ ପୈଠ ହେଉଥିବା…

ୟୁପିଏସସି ପରୀକ୍ଷା ପାଇଁ ଟ୍ବିନ୍‌…

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଯାଉଛି ୟୁପିଏସସି ପରୀକ୍ଷା। ପରୀକ୍ଷାର୍ଥୀଙ୍କ ପାଇଁ ବ୍ୟାପକ ବ୍ୟବସ୍ଥାମାନ କରାଯାଇଛି। ୟୁପିଏସସି ପରୀକ୍ଷା ସେଣ୍ଟରକୁ ପରୀକ୍ଷାର୍ଥୀଙ୍କୁ ଯିବାକୁ କାଲି ଟ୍ବିନ୍‌ ସିଟିରେ ଗଡିବ ସ୍ବତନ୍ତ୍ର ମୋ ବସ୍। କାଲି ସକାଳ ୬ଟାରୁ ରୁଟ୍ ନମ୍ବର ୧୬ ଓ ୧୮ରେ ମୋ ବସ୍ ଚାଲିବ। ସକାଳ…

ସୌର୍ଯ୍ୟ ମିସାଇଲର ସଫଳ ପରୀକ୍ଷଣ

ବାଲେଶ୍ୱର: ସୌର୍ଯ୍ୟ ମିସାଇଲର ସଫଳ ପରୀକ୍ଷଣ। ଓଡିଶାର ବାଲେଶ୍ୱର ସ୍ଥିତି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ୩ନଂ ଲଞ୍ଚ ପ୍ୟାଡ଼୍‌ରୁ ଏହାର ପରୀକ୍ଷଣ କରାଯାଇଛି । ଏହି ମିସାଇଲ୍‌ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ଏକ ପରମାଣ କ୍ଷମତା ସଂପନ୍ନ ବାଲିଷ୍ଟିକ୍‌ ମିସାଇଲ୍‌ ଅଟେ। ସ୍ବଦେଶୀ…

ଗୋଟିଏ ପଦବୀ ପାଇଁ ଦୁଇ ଅଧିକାରୀଙ୍କ…

ଢେଙ୍କାନାଳ: ଗୋଟିଏ ସରକାରୀ ପଦବୀ ପାଇଁ ନିୟୋଜିତ ହୋଇଛନ୍ତି ଦୁଇ ଜଣ ଅଧିକାରୀ। ଖାଲି ଏତିକି ନୁହେଁ ସେ ପଦବୀରେ ରହି କିଏ କାହା କଥା ମାନିବ ସେ ନେଇ ଟଣାଓଟରା ମଧ୍ୟ ଚାଲିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (ଡିଏସ୍‌ଡବ୍ଲ୍ୟୁଓ)ଙ୍କ କାର୍ଯ୍ୟାଳୟରେ।…

ଆସିଲା ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟ,…

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ୩ ମାସ ବିତି ସାରିଥିଲେ ମଧ୍ୟ ଏବେ ବି ହଟୁନି ମୃତ୍ୟୁ ଉପରୁ ପରଦା। ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା ନା ସେ ଆତ୍ମହତ୍ୟା କରିଥିଲେ, ତାହାକୁ ନେଇ ଦ୍ୱନ୍ଦ ଲାଗି ରହିଛି। ଏହାରି ମଧ୍ୟରେ ସୁଶାନ୍ତଙ୍କର ଫରେନ୍ସିକ ରିପୋର୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।…

ଅନଲାଇନ ଗେମ୍‌ ନେଲା ଜୀବନ

ଯୋଡ଼ା: ଅନଲାଇନ ଗେମ୍‌ ହେଲା କାଳ। ଅନଲାଇନରେ ଗେମ୍‌ ପାଇଁ ଜଣେ ଛାତ୍ରଙ୍କ ଜୀବନ ଚାଲି ଯାଇଛି। ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ଯୋଡ଼ାରେ ଦେଖିବାକୁ ମିଳିଛି। ମୃତ ଛାତ୍ର ଜଣକ ହେଲେ କମାରଯୋଡ଼ାର ବିନୋଦ ଆପଟ୍ଟଙ୍କ ପୁଅ ଅମିତାଂଶୁ ଆପଟ୍ଟ (୧୩)। ଅନଲାଇନ ଗେମ ଖେଳି ଟଙ୍କା ହରାଇବା ପରେ ବାପା…

ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ ପ୍ରଭାବରେ ରାଜଧାନୀ ଭୁବନେଶ୍ୱରେ ୨ ଦିନ ଧରି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।ପାଣିପାଗ କେନ୍ଦ୍ରର…

ବିଧାନସଭା: ଅପରାହ୍ନ ୩ଟା ଯାଏଁ ମୁଲତବୀ…

ଭୁବନେଶ୍ବର: ହାଥରସ ପ୍ରସଙ୍ଗକୁ ନେଇ ଗୃହରେ କଂଗ୍ରେସର ବିଧାୟକ ମାନେ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ବିଧାୟକ ମାନେ ଗୃହରେ ଆଇସିସିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମାଡ ମରାଯିବା ଏବଂ ଗିରଫ କରାଯାଇଥିବା ଦର୍ଶାଇ ହୋହଲ୍ଲା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ…