Odisha Link
Bridging the Missing Links in Odisha
Daily Archives

October 3, 2020

କେନ୍ଦ୍ରମନ୍ତ୍ରୀ ଆଂଶିକ ସତ କହୁଛନ୍ତି:…

ଭୁବନେଶ୍ୱର: ନୂଆ କୃଷି ଆଇନ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଂଶିକ ସତ କହୁଛନ୍ତି ବୋଲି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି। କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ବକ୍ତବ୍ୟ ରଖିବା ପରେ ବିଧାୟକ…

ନୂଆ ଆଇନରେ ଚାଷୀ ଉପକୃତ ହେବେ:…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ କୃଷି ଆଇନ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ଆଜି ଏକ ପ୍ରସମିଟ୍‌ କରିଛନ୍ତି। ଏହି ପ୍ରେସମିଟ୍‌ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ନୂଆ ଆଇନରେ କୃଷକମାନେ ହିଁ ଉପକୃତ ହେବେ। ଉତ୍ପାଦନ, ଷ୍ଟୋରେଜ୍‌ ଓ ମାର୍କେଟିଂ ବ୍ୟବସ୍ଥାରେ ସୁଧାର ଆସିବ। ୭୦ ବର୍ଷ…

ଦଶନ୍ଧିର ଅପେକ୍ଷା ଦୂରହେଲା: ମୋଦି

ମନାଲି: ଅଟଳ ଟନେଲ୍‌ ଉଦଘାଟନ୍‌ ପରେ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧନ କରିଛନ୍ତି। ମୋଦି କହିଛନ୍ତି ଯେ, ଲେହ ଓ ଲଦାଖ ପାଇଁ ଅଟଳ ଟନେଲ୍‌କୁ ଲାଇଫ୍‌ ଲାଇନ୍। ଏହା ସହିତ ଟନେଲ ତିଆରିରେ ଲାଗିଥିବା ଯବାନ ଓ ଇଞ୍ଜିନିୟର, ଶ୍ରମିକଙ୍କୁ କୃତଜ୍ଞାତା ଜଣାଇଲେ ମୋଦି। ଅଟଳ ଟନେଲ୍‌ ଉଦ୍‌ଘାଟନ ଭାରତ ପାଇଁ ଐତିହାସିକ…

ବିଧାନସଭା ଖବର: ଗୃହରେ କଂଗ୍ରେସ…

ଭୁବନେଶ୍ବର: ଆଜି ବିଧାନସଭାରେ ମୋଦି ଓ ଯୋଗୀଙ୍କ ବିରୋଧରେ ନାରାବାଜି ଦେଇଛି କଂଗ୍ରେସ। ହାଥରସ ଗଲାବେଳେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୋଲିସ ଯେଭଳି ଦୁର୍ବ୍ୟବହାର ପ୍ରଦର୍ଶନ କଲା, ତା ବିରୋଧରେ ନାରାବାଜି କରିଛନ୍ତି କଂଗ୍ରେସ ସଦସ୍ୟ। ଗୃହର ମଧ୍ୟଭାଗକୁ ଆସି ପ୍ରଧାନମନ୍ତ୍ରୀ…

କରୋନା: ରାଜ୍ୟରେ ଆଉ ୧୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୯୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

କରୋନା: ରାଜ୍ୟରେ ୩୦୫୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୩୬୦୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୯୩୮୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍…

ଲୋକାର୍ପିତ ହେଲା ଅଟଳ ଟନେଲ୍‌

ମନାଲି: ଅଟଳ ଟନେଲ୍‌ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ହିମାଚଳ ପ୍ରଦେଶ ରୋହତାଙ୍ଗ୍‌ରେ ସ୍ବତନ୍ତ୍ର ଉତ୍ସବରେ ଲୋପାର୍ପଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ଥିଲେ। ୯ କିମି ଲମ୍ବ ବିଶିଷ୍ଟ ବିଶ୍ବର ସୁଦୀର୍ଘ ଓ ସର୍ବୋଚ୍ଚ ହାଇଓ୍ବେ ଟନେଲ୍। ୩…

ବିପଦ ସଙ୍କେତ ଟପିଲା ଜଳକା

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ବିପଦ ସଙ୍କେତ ଟପିଛି ଜଳକା ନଦୀ। ଲଘୁଚାପଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢିବାରେ ଲାଗିଛି । ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଜଳସ୍ତର ବଢୁଛି। ଯଦି ଏଭଳି ଭାବରେ ବର୍ଷା ଲାଗିରହେ,…

ସୁଧ ଉପରେ ସୁଧ ଛାଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା କାଳରେ ବ୍ୟାଙ୍କ ଗୁଡ଼ିକ ରୁଣ ଉପରେ ମୋରାଟରିୟମ ଘୋଷଣା କରିଥିଲେ। ମାର୍ଚ୍ଚରୁ ଅଗଷ୍ଟ ୬ ମାସ ଯାଏଁ ଏହି ମୋରାଟରିୟମ ଘୋଷଣା କରାଯାଇଥିଲା। ଅର୍ଥାତ ଏହି ସମୟରେ ଲୋକଙ୍କ ରୋଜଗାର ଚାଲିଯିବା ସହ ଦରମା କାଟ ହେଉଥିବାରୁ ରୁଣ ଉପରେ ସୁଧ ପରିଷୋଧ କରିବା ପାଇଁ ଅସମର୍ଥ ଗ୍ରାହକ ଚାହିଁଲେ ସୁଧ…

ଆଜି ଅଟଳ ସୁଡ଼ଙ୍ଗ ଉଦଘାଟନ କରିବେ ମୋଦୀ

ମନାଲି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାର ମନାଲି-ଲେହ ରାସ୍ତାରେ ୯.୦୨ କିଲୋମିଟର ଅଟଳ ଟନେଲ ରୋହଟାଙ୍ଗର ଉଦଘାଟନ କରିବେ। ପିରପଞ୍ଜାଲ ପାହାଡକୁ ବିଦ୍ଧ କରିବା ପରେ ୩୨୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ବିଶ୍ୱର ସର୍ବୋଚ୍ଚ (୧୦୦୪୦ ଫୁଟ) ରାଜପଥରେ ନିର୍ମିତ…