କରୋନାରେ ଚାଲିଗଲେ କରୋନା ଯୋଦ୍ଧା

କଟକ: କରୋନାରେ ଚାଲିଗଲେ କରୋନା ଯୋଦ୍ଧା। କଟକରେ ସିଏମସିର କୋଭିଡ କଣ୍ଟ୍ରୋଲ ରୁମ ଇନଚାର୍ଜଙ୍କର କରୋନା ସଂକ୍ରମଣରେ ଆଜି ମୃତ୍ୟୁ ହୋଇଛି। ମୃତ ସିଏମସି ଅଧିକାରୀ ହେଉଛନ୍ତି ବିଶ୍ୱନାଥ ଲେଙ୍କା। କରୋନା ଡ୍ୟୁଟିରେ ଥିବା ବେଳେ ସେ କରୋନା ଭୂତାଣୁର ସଂକ୍ରମିତ ହୋଇଥିଲେ।
ଗତ ୧୫ ଦିନ ଧରି ସେ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ରହିଥିଲେ। ଆଜି ତାଙ୍କର ମୃତ୍ୟୁ ଘଟିଛି। କରୋନାରେ ମୃତ୍ୟୁ ହୋଇଥିବା ନେଇ ସିଏମସି କମିଶନର ସୂଚନା ଅନନ୍ୟା ଦାସ ସୂଚନା ଦେଇଛନ୍ତି।
Comments are closed.