ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ

ଖୋର୍ଦ୍ଧା: ମେଡ଼ିକାଲ୍ ପାଚେରୀ ଭାଙ୍ଗିଲେ ହାତୀ। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗତକାଲି ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଛି। ୨ ହାତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ପ୍ରବେଶ କରି ମେଡ଼ିକାଲର ପାଚେରୀ ଭାଙ୍ଗିଛନ୍ତି।
ଏହି ଘଟଣା ସମ୍ପର୍କରେ ବନବିଭାଗ ଖବର ପାଇ ହାତୀ ଦୁଇଙ୍କୁ ନିକଟ ଜଙ୍ଗଲକୁ ଘଉଡ଼ାଇଛି। ଏଥିସହ କାଇପଦର ଗାଁ ଜଙ୍ଗଲରେ ୨୫ ରୁ ଅଧିକ ହାତୀ ରହିଛନ୍ତି ବୋଲି ଗାଁ ଲୋକେ ସୂଚନା ଦେଇଛନ୍ତି।
Comments are closed.