ସାଂସଦ ସଞ୍ଜୟ ସିଂଙ୍କୁ କାଳି ମାଡ଼

ଲକ୍ଷ୍ନୌ: ହାଥରାସ ଘଟଣାକୁ ନେଇ କ୍ରମାଗତ ରାଜନୈତିକ ଆନ୍ଦୋଳନ ଚାଲିଛି। ତେବେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂ ପୀଡିତାଙ୍କ ପରିବାରକୁ ଭେଟିଥିଲେ।
ସଞ୍ଜୟ ସିଂ ପରିବାରକୁ ଭେଟିବା ପରେ କହିଛନ୍ତି, ପରିବାର ସଦସ୍ୟ ଭୟଭୀତ ଅଛନ୍ତି। ସିବିଆଇ ତଦନ୍ତକୁ ନେଇ ସେ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି।
पीड़ित परिवार को सांत्वना देने पहुंचे @AamAadmiParty सांसद @SanjayAzadSln जी पर स्याही फेंकवा कर भाजपा ने आज अपने स्याह पक्ष को उजागर कर दिया है।
संजय सिंह जी पर जो स्याही फेंकी गई है उसी स्याही से योगी के काले कारनामों का काला इतिहास लिखा जाएगा। pic.twitter.com/lLAuiCVzzf
— Aam Aadmi Party- Uttar Pradesh (@AAPUttarPradesh) October 5, 2020
ତେବେ ପରିବାରକୁ ଭେଟି ବାହାରକୁ ଆସିବାପରେ ଜଣେ ବ୍ୟକ୍ତି ତାଙ୍କ ମୁହଁ ଓ ଦେହ ଉପରକୁ କାଳି ମାଡ଼ କରିଥିଲେ।
ସେ ବ୍ୟକ୍ତି ଜଣଙ୍କ ହେଲେ ଦୀପକ ଶର୍ମା । ଉକ୍ତ ବ୍ୟକ୍ତି ଜଣକ କହିଥିଲେ , “ପିଏଫଆଇର ଦଲାଲ ପଛକୁ ଫେରିଯାଅ।” ପୁଲିସ ଆକ୍ରମଣକାରୀ କୁ ଅଟକ ରଖି ପଚରା ଉଚରା କରୁଛି ।
Comments are closed.