Odisha Link
Bridging the Missing Links in Odisha
Daily Archives

October 8, 2020

ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର…

ଭୁବନେଶ୍ବର: ଓଲିଉଡ ଦମ୍ପତି ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଡ଼ ପୁଣି ଥରେ ସକ୍ରିୟ ହୋଇଛି। ଅନୁଭବଙ୍କ ପକ୍ଷରୁ ଦାୟର ମାମଲାକୁ ଗ୍ରହଣ କରି ଡିସେମ୍ବର ୧୦ରେ ହାଜର ହେବାକୁ ବର୍ଷାଙ୍କୁ ନୋଟିସ ଜାରି କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହା ଅନୁଭବଙ୍କ…

ଗଞ୍ଜାମ ମଡେଲ୍କୁ ଅକ୍ସଫୋର୍ଡ…

ନୂଆଦିଲ୍ଲୀ: କୋରୋନା ମହାମାରୀର ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ଗଞ୍ଜାମ ମଡେଲ୍ ସବୁଆଡେ ପ୍ରଶଂସିତ। ଗଞ୍ଜାମ ଜିଲ୍ଲାରେ କୋରୋନା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆପଣାଯାଇଥିବା ଏହି ମଡେଲକୁ ଏବେ ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ବି ପ୍ରଶଂସା କରିଛି। କୋରୋନାକୁ ସଫଳ ଭାବେ…

ବ୍ୟାଙ୍କ ଠକେଇ ମାମଲା: ୫ ଦୋଷୀଙ୍କୁ ୧୪…

ବାରିପଦା: ବ୍ୟାଙ୍କ୍ ଠକେଇ ମାମଲାରରେ ୫ ଦୋଷୀଙ୍କୁ ୧୪ ବର୍ଷ ଜେଲ୍। ଆଜି ବ୍ୟାଙ୍କ୍ ଠକେଇ ମାମଲାର ବିଚାର କରି ବାରିପଦା ସିଜେଏମ୍ ୫ ଜଣ ଦୋଷୀଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଜେଲ୍ ଦଣ୍ଡ ସହ ୧୭ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରାଯାଇଛି। ତତକାଳୀନ ବିଏମ ଗିରିଜା ମିଶ୍ର, ଫିଲ୍ଡ ଅଫିସର…

ବିଧାୟକ ଅତନୁ ସବ୍ୟସାଚୀଙ୍କୁ କରୋନା

ଭୁବନେଶ୍ୱର: କରୋନା କବଳରେ ଆଉ ଜଣେ ବିଧାୟକ। ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ସେ ନିଜେ ସୂଚନା ଦେଇଛନ୍ତି। ବିଧାୟକ ସୂଚନା ଦେଇ କହିଛନ୍ତି ଯେ, ବିଧାନସଭା ପକ୍ଷରୁ ହୋଇଥିବା କୋଭିଡ଼ ପରୀକ୍ଷାରେ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। କରୋନାର କୌଣସି…

ମାଂସ ଖଣ୍ଡର ଡିଏନଏ ଟେଷ୍ଟ ହେବ: କମିଶନର

ଭୁବନେଶ୍ୱର: ଗତକାଲି ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ଘଟଣା ସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ଫୋରେନସିକ ଲ୍ୟାବ୍ ପଠାଯାଇଥିବାବେଳେ ମାଂସ ଖଣ୍ଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ। ଏନେଇ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।…

ଜଣେ ଝିଅର ଜୀବନ ଖରାପ କରିଦେଲ : ହୁମା

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତିଙ୍କୁ କୋର୍ଟରୁ ଜାମିନ ମିଳିଛି । ଏହାକୁ ଅନେକ ଲୋକ ପ୍ରସଂଶା କରିବା ସହିତ ନିନ୍ଦା ମଧ୍ୟ କରିଛନ୍ତି । ତେବେ ଅଭିନେତ୍ରୀ ହୁମା କୁରେଶି ବହୁତ ରାଗି ଥିବାର ନଜରେ ଆସିଛନ୍ତି। ସେ ତାଙ୍କ ଟୁଇଟରେ ଲେଖିଛନ୍ତି , ସମସ୍ତେ ରିୟାଙ୍କୁ କ୍ଷମା…

ରାଜ୍ୟର ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ କିଷାନ…

ଭୁବନେଶ୍ୱର :  ଓଡିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍‌ କାର୍ଡ(କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ଅର୍ଥମବୀ ନିର୍ମଳା ସୀତାରମଣଙ୍କୁ ପତ୍ର…

ଲିକେଜରୁ ନିଆଁ ଲାଗି ବିସ୍ଫୋରଣ: ପେସୋ

ଭୁବନେଶ୍ୱର: ରାଜଧାନୀର ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟଣାରେ ଏକ ବଡ଼ ଖବର ସମ୍ନାକୁ ଆସିଛି। ତାହା ହେଲା ଏଲପିଜି ଲିକେଜରୁ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଘଟଣାର ପ୍ରାଥମିକ ତଦନ୍ତ ପରେ ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ସେଫ୍ଟି…

ମା’ ବିରଜାଙ୍କ ରଥଯାତ୍ରାକୁ ହାଇକୋର୍ଟଙ୍କ…

ଭୁବନେଶ୍ୱର: ହାଇକୋର୍ଟରେ ମା’ ବିରଜାଙ୍କ ସିଂହ ଧ୍ୱଜ ରଥଯାତ୍ରା ନେଇ ମାମଲା ପ୍ରସଙ୍ଗରେ ମିଳିଛି ସବୁଜ ସଙ୍କେତ। ରଥଯାତ୍ରାକୁ ଆଜି ଅନୁମତି ଦେଇଛନ୍ତି ହାଇକୋର୍ଟ।ଆସନ୍ତା ନଭେମ୍ବର ମାସ ୧୭ରୁ ୨୪ ତାରିଖ ଯାଏଁ ବିରଜାଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ସମସ୍ତ କୋଭିଡ ନିୟମ ମାନି ରଥଯାତ୍ରା କରାଇବା…

ମଝି ଆକାଶରେ ପୁତ୍ର ସନ୍ତାନ ଜନ୍ମଦେଲେ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରି ବେଙ୍ଗାଲୁର ଉଡାଣ କରୁଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ପୁତ୍ର ସନ୍ତାନ ଜନ୍ମଦେଲେ ମହିଳା। ବିମାନ ନମ୍ବର ୬ଇ ୧୨୨ରେ ମହିଳାଙ୍କ ଯାତ୍ରା କରୁଥିଲେ। ମଝି ଆକାଶରେ ହଠାତ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହେବା ପରେ ବିମାନର କ୍ରିଉ ମେମ୍ବରଙ୍କ ସହାୟତାରେ ତାଙ୍କର ପ୍ରସବ…