ମା’ ବିରଜାଙ୍କ ରଥଯାତ୍ରାକୁ ସବୁଜ ସଂକେତ…
କଟକ: ଚଳିତ ବର୍ଷ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ଦୂର୍ଗାପୂଜା ଅବସରରେ ହେବାକୁଥିବା ରଥଯାତ୍ରା ନେଇ ଅନୁମତି ମିଳିଛି। ରଥଯାତ୍ରା ପାଇଁ ହାଇକୋର୍ଟ ଆଜି ଅନୁମତି ଦେଇଛନ୍ତି। କୋଭିଡର ସମସ୍ଥ ନିୟମ ମାନି ରଥଯାତ୍ରା କରାଇବା ପାଇଁ ଯାଜପୁର ଜିଲ୍ଲାପାଳଙ୍କୁ ହାଇକୋର୍ଟ ନିର୍ଦ୍ଦେଶ…