Odisha Link
Bridging the Missing Links in Odisha
Daily Archives

October 9, 2020

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୨୬୯୭…

ଭୁବନେଶ୍ବର: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନ। ୨୪ ଘଣ୍ଟା ମଧ୍ୟରେ ୨୬୯୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪୬୮୩୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି।…

୧୨ରୁ ଓଜେଇଇ ବିଟେକ୍‌ ଅନଲାଇନ୍‌…

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା-୨୦୨୦ର ଅନଲାଇନ୍‌ କାଉସେଲିଂ। ରାଜ୍ୟରେ ଥିବା ଇଞ୍ଜିନିୟରିଂ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନ ଗୁଡିକରେ ବିଟେକ୍‌, ବି. ଆର୍କ ଓ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସିରେ ନାମ ଲେଖିବା ପାଇଁ ଏହି ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ…

ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା…

ଭୁବନେଶ୍ବର: ରାଜ୍ୟର ୨ଟି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଆଜି ତିର୍ତ୍ତୋଲ ଓ ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ସହିତ ଆଜି ଠାରୁ ପ୍ରାର୍ଥୀପତ୍ର ଦାଖଲ କରିବା ସହିତ ଆସନ୍ତା ୧୬ ତାରିଖରେ ନାମାଙ୍କନର ଶେଷ ତାରିଖ ରହିଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ…

ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ…

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍‌ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।…

କରୋନା : ଦେଶରେ ୭୦୪୯୬ ନୂଆ ଆକ୍ରାନ୍ତ…

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ଆଜି ୨୪ ଘଣ୍ଟାରେ ୭୦ ହଜାର ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ଓ ୯୬୪ ଜଣଙ୍କ ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧,୦୬,୪୯୦କୁ ବୃଦ୍ଧି ପାଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯,୦୬,୧୫୨ରେ ପହଞ୍ଚିଛି। ସଂକ୍ରମଣରୁ ୫୯,୦୬,୦୭୦ ଜଣ…

ଭୋରୁ ଭୋରୁ କଟକରେ ପହଞ୍ଚିଲେ ୫ଟି ସଚିବ

କଟକ: ଆଜି ଭୋରରୁ କଟକ ଗସ୍ତ କରିଛନ୍ତି ୫ଟି ସଚିବ ଭି.କେ. ପାଣ୍ଡିଆନ୍। ଗତ ଜାନୁଆରୀ ୨୩ରେ ମୁଖ୍ୟମନ୍ତ୍ରୀ ଏସସିବି ମେଡିକାଲକୁ ଏମସ ଭଳି ବିଶ୍ୱସ୍ତରୀୟ କରିବାକୁ ଘୋଷଣା କରିଥିଲେ। ଏଥିପାଇଁ ତାଳଦଣ୍ଡା କେନାଲର ଉଭୟ ପାର୍ଶ୍ୱର ବିକାଶ ଆବଶ୍ୟକ। ଏହା ସହିତ ଏସସିବି ମେଡିକାଲ ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା…

ଓଭରବ୍ରିଜ୍‌ ନିକଟରୁ ହାତୀର ମୃତଦେହ ଠାବ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ମଳିପଡ଼ା ଓଭରବ୍ରିଜ୍ ନିକଟରେ ଏକ ହାତୀର ମୃତଦେହ ଠାବ ହୋଇଛି। ତେବେ କେଉଁ ସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାହା ଜଣାପଡ଼ିନାହିଁ। ହାତୀ ମୃତ୍ୟୁ ଘଟିଥିବା ସ୍ଥାନରେ ଏକ ବାଉଁଶ ବୁଦା ଥିବା ବେଳେ ଉପରେ ଉଚ୍ଚ କ୍ଷମତାସମ୍ପନ୍ନ ବିଦ୍ୟୁତ ତାର ଯାଇଛି। ତେଣୁ ହାତୀଟି ଖାଦ୍ୟ…

ଉପନିର୍ବାଚନ: ଆଜି ପ୍ରକାଶ ପାଇବ…

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୩ ତାରିଖରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ହେବ। ଏଥିପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇବ। ଏଥର କରୋନା ମହାମାରୀ ମଧ୍ୟରେ ନିର୍ବାଚନ ହେଉଥିବାରୁ କଟକଣା ମାନି ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ। ତେବେ ନିୟମ ଉଲ୍ଲଙ୍ଘନକାରୀ ଦଳ କିମ୍ବା ବ୍ୟକ୍ତି ବିଶେଷଙ୍କ…

ଉପନିର୍ବାଚନ: ପ୍ରଚାର ପୂର୍ବରୁ କୋଭିଡ୍…

ଜଗତସିଂହପୁର: ଆଗକୁ ଅଛି ଉପନିର୍ବାଚନ ହେଲେ ଏବେଠାରୁ କୋଭିଡ୍‌ ନିୟମ ଭାଙ୍ଗିଲେଣି ବିଭିନ୍ନ ଦଳ। ନଭେମ୍ବର ୩ରେ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତାରିଖ ପ୍ରକାଶ ପାଇଁ ସାରିଛି। ଉପନିର୍ବାଚନ ପାଇଁ ଏବେଠୁ ରାଜନୈତିକ ଉଷ୍ମତା ଅନୁଭୂତ ହେଲାଣି। ଆଜି ଉପନିର୍ବାଚନ ଲାଗି ପ୍ରକାଶ ବିଜ୍ଞପ୍ତି। ଏହା ପୂର୍ବରୁ…