Odisha Link
Bridging the Missing Links in Odisha
Daily Archives

October 12, 2020

ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ…

ଭୁବନେଶ୍ୱର : ବିଶିଷ୍ଟ ରାଜନୈତିଜ୍ଞ ତଥା ପୂର୍ବତନ ବାଚସ୍ପତି, ମନ୍ତ୍ରୀ ଓ ସାଂସଦ ଶରତ କରଙ୍କ ବିୟୋଗରେ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି । ସ୍ୱର୍ଗତଃ କର ଜଣେ ଦକ୍ଷ ସଙ୍ଗଠକ ଏବଂ…

ସିନେମାରେ ପ୍ରଥମଥର ପାଇଁ ନଜର ଆସିବେ…

ମୁମ୍ବାଇ : କରୋନା ପାଇଁ ଅନେକ ସିନେମାର ସୁଟିଙ୍ଗ ବନ୍ଦ କରାଯାଇଥିଲା । ସେଥିପାଇଁ ଦର୍ଶକ ନିଜ ପସନ୍ଦର କଳାକାରଙ୍କୁ ବହୁତ ଦିନ ହେବ ଏକାଠି ସିନେ ପୁରଦାରେ ଦେଖିପାରି ନଥିଲେ । ତେବେ ପ୍ରଥମ ଥର ପାଇଁ ଦୁଇ କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ସେମାନ ହେଲେ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା…

ବିବାହ କରିବେ ଆଦିତ୍ୟ

ମୁମ୍ବାଇ: ବଲିଉଡ ଗୀତିକାର ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ।ସେ ତାଙ୍କ ପ୍ରମିକା ଶ୍ୱେତା ଅଗ୍ରୱାଲ୍‌ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଦୁହେଁ ୨୦୧୦ରେ ରିଲିଜ୍‌ ହୋଇଥିବା ସିନେମା ‘ଶାପିତ୍‌’ରେ ଲଜର ଆସିଥିଲେ । ଆଦିତ୍ୟଙ୍କ କହିବା ଅନୁଯାୟୀ, ୨୦୧୦ରେ…

ରାଜଧାନୀରୁ ଆଉ ୨୭୧ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜଧାନୀରୁ ଚିହ୍ନଟ ହେଲେ ଆଉ ୨୭୧ ଜଣ କରୋନା ପଜିଟିଭ୍। ଏଥିସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫୭୩୫ରେ ପହଞ୍ଚିଛି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୬୮ ଜଣ ରହିଥିବା ବେଳେ ୨୦୩ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୩୧୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।ଏନେଇ…

ଶରତ କରଙ୍କ ପରଲୋକ

ଭୁବନେଶ୍ବର: ପୂର୍ବତନ ବାଚସ୍ପତି ଶରତ କରଙ୍କ ପରଲୋକ। ଶରତ କର କୋଭିଡ୍‌ ଆକ୍ରାନ୍ତ ଥିଲେ। ଭୁବନେଶ୍ବରର କେଆର୍‌ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ୮୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ଶରତ କରଙ୍କ ପରେଲୋକ ହୋଇଥିବା ନେଇ ତାଙ୍କ ପୁଅ ସୁମନ କର…

୧ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ପୁଲିସ

ବାସୁଦେବପୁର: ଦିନକୁଦିନ ଗଞ୍ଜେଇ ବେପାର ବଢ଼ିବାରେ ଲାଗିଛି । ପୁଲିସ ଭଦ୍ରକ ଜିଲା ବାସୁଦେବପୁର ଅନ୍ତର୍ଗତ ସୁଦର୍ଶନପୁର ରାସ୍ତାରେ ଅଫୁଲା ନିକଟରୁ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଘଟଣାସ୍ଥଳରୁଗୋଟିଏ କାରକୁ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଅଟକ ରଖିଛି ପୁଲିସ। ରବିବାର ରାତି ପେଟ୍ରୋଲିଂ ସାରି…

ପୁଅକୁ ବିକ୍ରି କଲେ ବାପାମା’

ମାଲକାନଗିରି : ନିଜ ସନ୍ତାନ ପାଇଁ ମାତା ପିତା କିଛିବି କରିପାରନ୍ତି । କିନ୍ତୁ ଲୋକ ମାନେ ନିଜ ସୁଖ ପାଇଁ ଜନ୍ମକଲା ପୁଅକୁ ବିକ୍ରି କରିବାକୁ ବି ପଛାଉ ନାହାଁନ୍ତି । ଏହି ଘଟଣାଟି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କିଆଙ୍ଗ ପଞ୍ଚାୟତରେ ଘଟିଛି । ସୂଚନା ଅନୁସାରେ ନିଜ ସୁଖ ପାଇଁ ଜଣେ ଦମ୍ପତି…

ଲଘୁଚାପ ପ୍ରଭାବ: ପବନ ସହ ଅତିପ୍ରବଳ…

ଭୁୁବନେଶ୍ୱର: ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଗତ ୬ ଘଣ୍ଟା ଧରି ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ସମୁଦ୍ର ଉପରେ ପଶ୍ଚିମ- ପଶ୍ଚିମ ଦିଗକୁ ଗତି କରୁଛି। ବିଶାଖାପାଟଣା ଠାରୁ ଦକ୍ଷିଣ ପୂର୍ବରେ ୨୫୦ କିମି ଦୂରରେ ଏହାର ସ୍ଥିତି ରହିଛି। ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା…

ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ସାହାଯ୍ୟ କଲେ…

ଵ୍ରହ୍ମପୁର :ବ୍ରହ୍ମପୁର ବିଧାୟକ ଦେଖାଇଲେ ମାନବିକତା । ରାସ୍ତାରେ ପଡିଥିବା ଅର୍ଦ୍ଧ ପାଗଳି ବୃଦ୍ଧାଙ୍କୁ ନେଇ ଅଟୋ ସାହାଯ୍ୟରେ ଘରେ ଛାଡିଲେ । ଦୀର୍ଘ ଦିନ ଧରି ବୃଦ୍ଧା ଜଣକ ଵ୍ରହ୍ମପୁର ସହରର ବିଭିନ୍ନ ଅଞ୍ଚଳରେ ବୁଲି ଭିକ ମାଗିବା ସହ ରାସ୍ତା ଉପରେ ଶୋଇ ରହୁଥିଲେ। ଶେଷରେ ବିଧାୟକଙ୍କ ନଜରରେ ପଡିଲେ…

ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ଅର୍ଥନୀତିରେ ୨ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର। ଅର୍ଥନୀତି ପାଇଁ ପଲ୍ ମିଲଗ୍ରୋମ୍ ଓ ରବର୍ଟ ୱିଲସନଙ୍କୁ ମିଳିବ ୨୦୨୦ ନୋବେଲ ପୁରସ୍କାର। ନିଲାମ ପ୍ରକ୍ରିୟାର ନୂଆ ତତ୍ତ୍ୱ ପାଇଁ ଉଭୟଙ୍କୁ ନୋବେଲ ପୁରସ୍କାର ମିଳିବ ବୋଲି ଜଣାପଡିଛି।…