Odisha Link
Bridging the Missing Links in Odisha
Daily Archives

October 12, 2020

ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ୍…

ଭୁବନେଶ୍ୱର: ଦିନକୁ ଦିନ ଅନଲାଇନ୍ ଠକେଇ ମାମଲା ବଢିବାରେ ଲାଗିଛି। ପୁଲିସ କମିସନରଙ୍କ ନାଁରେ ଫେକ୍ ଫେସବୁକ ଆକାଉଣ୍ଟ କରି ଦୁର୍ବୃତ୍ତ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡ଼ିଛି। ଫ୍ରେଣ୍ଡ ରିକ୍ୟୁଏଷ୍ଟ ‌ ପଠାଇ ଚାଟ୍ କରି ଟଙ୍କା ମାଗୁଛନ୍ତି ଦୁବୃର୍ତ୍ତ। ପୂର୍ବରୁ ଗୁଇନ୍ଦା ଡିଆରଜିଙ୍କ ନାଁରେ ମଧ୍ୟ…

କ୍ରୁଜ ମିସାଇଲ ‘ନିର୍ଭୟ’ର ସଫଳ ପରୀକ୍ଷଣ

ଚାନ୍ଦିପୁର: ଭାରତ ସୋମବାର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସବସୋନିକ କ୍ରୁଜ କ୍ଷେପଣାସ୍ତ୍ର ‘ନିର୍ଭୟ’ର ସଫଳ ପରୀକ୍ଷଣ କରିଛି। ଚାନ୍ଦିପୁରସ୍ଥିତ ଆଇଟିଆରର ୩ ନମ୍ବର କ୍ଷେପଣାସ୍ତ୍ର ଘାଟୀରୁ ଏହି କ୍ଷେପଣାସ୍ତ୍ରକୁ ଆଜି ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଭାରତୀୟ ସେନାରେ ସାମିଲ ହୋଇଥିବା ଏହି…

ଡିକି ଭାଙ୍ଗି ଟଙ୍କା ଲୁଟ୍

ରାଉରକେଲା : ଡିକି ଭାଙ୍ଗି ୧ଲକ୍ଷ ୯୧ ହଜାର ଟଙ୍କା ଲୁଟ୍ । ଏହି ଘଟଣାଟି ସୋମବାର ଉଦିତନଗର କାନାରା ବ୍ୟାଙ୍କ ସମ୍ମୁଖରେ ଘଟିଥିଲା ଦୁର୍ବୃତ୍ତମାନେ ସ୍କୁଟି ଡିକି ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ସୂଚନାଯୋଗ୍ୟ, ଆଜି ଅପରାହ୍ନ ପ୍ରାୟ ୧ଟାରେ ବେଲଡ଼ିହିସ୍ଥିତ ପେଟ୍ରୋଲ ପମ୍ପର କର୍ମଚାରୀ ପରମଜିତ ସିଂହ…

ପ୍ରାର୍ଥୀ ହେବା ନେଇ ମୁଁ ଆଦୌ…

ଭୁବନେଶ୍ୱର: ବାଲେଶ୍ୱର ସସପେନ୍ସରେ ସରପ୍ରାଇଜ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଦୌ ଆଲୋଚନାରେ ନଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି। ଏହି ଆସନ ପାଇଁ ଅନେକ ନାମକୁ ନେଇ ଆଲୋଚନା ହେଉଥିବା ବେଳେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ…

କେନ୍ଦ୍ର ସରକାରଙ୍କର ପୂଜା ଭେଟି: ମିଳିବ…

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ପୂଜା ଭେଟି। ସ୍ୱତନ୍ତ୍ର ଫେଷ୍ଟିଭାଲ୍ ଆଡଭାନ୍ସ ଯୋଜନାରେ ସମସ୍ତ କର୍ମଚାରୀଙ୍କୁ ୧୦,୦୦୦ ଟଙ୍କା ପ୍ରଦାନ କରିବେ କେନ୍ଦ୍ର ସରକାର। ଏନେଇ ଅର୍ଥମନ୍ତ୍ରୀ ସୀତାରମଣ କେନ୍ଦ୍ର ସରକାରଙ୍କ ଅର୍ଥବ୍ୟବସ୍ଥାରେ ଆବଶ୍ୟକତାକୁ ବଢାଇବା ପାଇଁ ଆଜି ବହୁ ଗୁରୁତ୍ବପୂର୍ଣ୍ଣ ଘୋଷଣା…

ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ…

ଭୁବନେଶ୍ବର: ନଭେମ୍ବର ୩ରେ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନସଭାରେ ହେବାକୁ ଯାଉଛି ଉପ-ନିର୍ବାଚନ। ବିଜେପି ପରେ ସୋମବାର ମଧ୍ୟାହ୍ନରେ ବିଜୁ ଜନତା ଦଳ ଘୋଷଣା କରିଛି ପାର୍ଥୀଙ୍କ ନାମ। ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରିଥିବା…

କୋଭିଡ୍‌ ନିୟମ‌ ଉଲ୍ଲଘଂନ: ଉମାଙ୍କୁ…

ଭୁବନେଶ୍ୱର: କୋଭିଡ୍‌ ନିୟମ‌ ଉଲ୍ଲଘଂନ ନେଇ ରାଜନୌତିକ ମାହୋଲ୍ ଏବେ ସରଗରମ। କରୋନା ନିୟମ ଭଙ୍ଗିବା ନେଇ ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ ବ‌ଡ଼ ବୟାନ ଦେଇଛନ୍ତି। ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ କରୋନା ନିୟମ ଭଙ୍ଗିବା ଘଟଣାରେ ବିଜେଡି ସାଂସଦ ରାଜଶ୍ରୀ ମଲ୍ଲିକ ଉମାଙ୍କୁ କ୍ଲିନ ଚିଟ ଦେଇଛନ୍ତି। ସେ…

ଉପନିର୍ବାଚନ: ବିଜେପି ଛାଡ଼ି ବିଜେଡ଼ିରେ…

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ହେବ ଦୁଇ ଦୁଇଟି ଉପ-ନିର୍ବାଚନ। ଏଥିପାଇଁ ପ୍ରମୁଖ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏଥିସହିତ ଉପନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ଦେଖିବାକୁ ମିଳିଛି ଦଳଡ଼ିଆଁ ରାଜନୀତି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ…

ଭୁବନେଶ୍ୱର: ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଚିଠି ସହ କରୋନା କଟକଣା ଉଲ୍ଲଘଂନ ସମ୍ପର୍କିତ ଦସ୍ତାବିଜ ମଧ୍ୟ ପଠାଇଛନ୍ତି । ୧୭ଟି ଫଟୋ ଏବଂ ଗୋଟିଏ ଭିଡିଓ ପଠାଇ ଅପରାଜିତା ଷଡ଼ଙ୍ଗୀ ଉକ୍ତ ଚିଠି ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ମିଠା ବ୍ୟବସାୟୀଙ୍କୁ ସୁପାରୀ କିଲର…

ଭୁବନେଶ୍ୱର: ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁଙ୍କୁ ସୁପାରୀ କିଲରଙ୍କ ଦ୍ୱାରା ହତ୍ୟା କରାଯାଇଥିଲା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍କୀ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ସୁପାରି କିଲର ଶ୍ରୀତିକ ବିଶ୍ୱାଳ ମର୍ଡର ପାଇଁ ୫୦ ହଜାର ନେଇଥାନ୍ତା। ଅଗ୍ରୀମ…