Odisha Link
Bridging the Missing Links in Odisha
Daily Archives

October 13, 2020

ଏହି ଠାକୁରଙ୍କ ପାଖେ ଲାଗିଲା ୩ ହଜାର…

ଅହମଦାବାଦ: ଠାକୁରଙ୍କ ପାଖେ ଲାଗିଲା ୩ ହଜାର କେଜି ସେଓ। କରୋନା ମହାମାରୀ କାରଣରୁ ଧର୍ମୀୟ ଅନୁଷ୍ଠାନ ଗୁଡିକ ଦୀର୍ଘଦିନ ହେବ ବନ୍ଦ ଥିଲା। ଅନଲକ ୫ରେ ଧର୍ମୀୟ ସଂସ୍ଥା ଗୁଡିକ ଖୋଲିବାକୁ ଅନୁମତି ମିଳିବା ପରେ, ଅହମଦାବାଦର ସ୍ବାମୀ ନାରାୟଣ ମନ୍ଦିରରେ ଠାକୁରଙ୍କ ପାଖେ ଲାଗିଲା ୩ ହଜାର କେଜି ସେଓ। ଲକଡାଉନ…

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୨୭୯୬…

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ। ଏଥିସହ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୩୨୯୮୮ରେ ପହଁଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୫୮୨ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୭୯, ଯାଜପୁରରୁ ୧୪୮, ଅନୁଗୋଳରୁ ୧୩୫, ପୁରୀରୁ ୧୨୭, ନବରଙ୍ଗପୁରରୁ ୧୨୦, ବଲାଙ୍ଗୀରରୁ ୧୦୭, ସମ୍ବଲପୁରରୁ…

ତନିସ୍କ ବିଜ୍ଞାପନକୁ ନେଇ ଏମିତି କହିଲେ…

ମୁମ୍ବାଇ: ସୋସିଆଲ ମିଡିଆରେ ଏବେ ତନିସ୍କ କମ୍ପାନୀର ଏକ ବିଜ୍ଞାପନକୁ ନେଇ ଏବେ ଜୋରଦାର୍‌ ଚର୍ଚ୍ଚା। ଏହି ବିଜ୍ଞାପନରେ ଲଭ୍‌ ଜିହାଦ୍‌ ଭଳି ଶବ୍ଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି। ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ଲୋକଙ୍କ ପ୍ରବଳ ବିରୋଧ ପରେ କମ୍ପାନୀ ପକ୍ଷରୁ ହଟାଇ ଦିଆଯାଇଛି।…

ହାଥରସ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାରେ ତଦନ୍ତ ଆରମ୍ଭ କରିଛି ସିବିଆଇ। ଏନେଇ ସିବିଆଇ ଆଜି ପୀଡିତାଙ୍କ ଗାଁରେ ପହଞ୍ଚି ୩ଟି ସ୍ଥାନରେ ଛାନଭିନ କରିଛି। ପ୍ରାୟ ୪ ଘଣ୍ଟା ଧରି ଯାଞ୍ଚ କରିଥିଲା ସିବିଆଇ। ଘଟଣାସ୍ଥଳରେ ଭିଡିଓଗ୍ରାଫି କରାଯିବା ସହ ପୀଡିତାଙ୍କ ପରିବାରକୁ ପଚରାଉଚରା କରିଥିଲା ସିବିଆଇ।…

ଡିସେମ୍ବର ୧୫ରୁ ବନ୍ଦ ହୋଇଯିବ ୟାହୁ…

ନୂଆଦିଲ୍ଲୀ: ବିଶ୍ବର ସର୍ଚ୍ଚ ଇଞ୍ଜିନ୍‌ ମଧ୍ୟରେ ୟାହୁ ଅନ୍ୟତମ।‌ ଗୁଗଲ୍‌ ସର୍ଚ୍ଚ ଇଞ୍ଜିନ୍‌ର‌ ଲୋକପ୍ରିୟତା ବୃଦ୍ଧି ପାଇଥିବା ବେଳେ ୟାହୁ ଳଗାତର କ୍ଷତି ସହୁଥିବା ଦେଖିବାକୁ ମିଳିଛି। ବାରମ୍ବାର କ୍ଷତି ସହିବା କାରଣରୁ ଡିସେମ୍ବର ୧୫ରେ ୟାହୁ ଏହାର ୟୁଜର୍ସଙ୍କୁ ଅଲବିଦା ଜଣାଇବ। ତେବେ ୟାହୁ ଗ୍ରୁପସ୍‌କୁ…

୨୫ ବର୍ଷ ପରେ ମିଳିଲା ନ୍ୟାୟ

କଟକ: ୨୫ ବର୍ଷ ଧରି ଅଦାଲତରେ ସଂଘର୍ଷ କରିବା ପରେ ମିଳିଲା ନ୍ୟାୟ। ବିଜୟ ଲାଭ କରିଛନ୍ତି ଦୋଳମଣି ବିଶି । ଚାକିରୀରୁ ବହିଷ୍କାର ହେବାର ୨୫ ବର୍ଷ ପରେ ମିଳିଲା ଚାକିରୀରେ ପୁନଃ ଅବସ୍ଥାପିତ। ଦୋଳମଣି ବିଶିଙ୍କୁ ଚାକିରୀରେ ପୁନଃ ଅବସ୍ଥାପିତ କରିବାକୁ ଆଜି ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ।…

ଅକ୍ଟୋବର ୧୫ରୁ ଏହି ରାଜ୍ୟରେ ଖୋଲିବ…

ଉତ୍ତରପ୍ରଦେଶ: ଅକ୍ଟୋବରରୁ ସିନେମା ହଲ୍ ଓ ଥିଏଟର ଖୋଲିବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏନେଇ ଆଜି ୟୁପି ସରକାର ୧୫ ଅକ୍ଟୋବରକୁ ସିନେମା ହଲ୍ ଓ ମଲ୍ଟିପ୍ଲେକ୍ସ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶର ମୁଖ୍ୟ ସଚିବ ରାଜେନ୍ଦ୍ର ତିୱାରୀ ଆଦେଶ ଜାରି କରି କହିଛନ୍ତି…

ଲଗାଣ ବର୍ଷା: ଭାସିଗଲା ବ୍ରିଜ୍

ଭଞ୍ଜନଗର: ଭାସିଗଲା ବ୍ରିଜ୍। ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା। ଲଗାଣ ବର୍ଷା ଯୋଗୁଁ ପାଟଣା ନଦୀରେ ନିର୍ମିତ ବ୍ରିଜ୍‌ ଭାସି ଯାଇଛି। ସୋରଡ଼ା ବ୍ଲକ୍‌ ବରଦା ପଞ୍ଚାୟତର ଖାରିଗୁଡ଼ାରେ ନିର୍ମିତ ବ୍ରିଜ୍‌ ଭାସି ଯାଇଛି। ବ୍ରିଜ୍‌ଟି ଗୋପାଳପୁର-ଖାରିକୁଦକୁ ସଂଯୋଗ କରୁଥିଲା। ବ୍ରିଜ୍‌ ଭାସିଯିବା ଫଳରେ ୧୫…

ଆଜି ମହାକାଶରେ ଦୃଶ୍ୟମାନ ହେବ ମହାଜାଗତିକ…

ଭୁବନେଶ୍ବର: ଆଜି ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ। ଏହା ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। କାରଣ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ଏବଂ ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁଥିବାର ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ…

ରାଜଧାନୀରେ ଆଉ ୨୮୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଚିହ୍ନଟ ହେଲେ ଆଉ ୨୮୧ ଜଣ କରୋନା ପଜିଟିଭ୍। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୮୯ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୯୨ ଜଣ ଚିହ୍ନଟ ହୋଇଛନ୍ତି। ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୧୬ରେ ପହଞ୍ଚିଛି। ଆଜି ୩୧୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ଭୁବନେଶ୍ୱର…