Odisha Link
Bridging the Missing Links in Odisha
Daily Archives

October 13, 2020

ବାହା ହେବେ ଆଦିତ୍ୟ

ନୂଆଦିଲ୍ଲୀ: ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଖୁବ ଶୀଘ୍ର ବାହା ହେବାକୁ ଯାଉଛନ୍ତି। ଚଳିତବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଆଦିତ୍ୟ। ବାହା ହେବା ନେଇ ଆଦିତ୍ୟ ନିଜେ ହିଁ ଖୁଲାସା କରିଛନ୍ତି। ସେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ବେତା ଅଗ୍ରଓ୍ବାଲଙ୍କୁ ବାହା…

ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍

ଭୁବନେଶ୍ୱର: ସୁନାମୀ ମୁକାବିଲା ପାଇଁ ମକଡ୍ରିଲ୍। ରାଜ୍ୟର ୬ ଜିଲ୍ଲାରେ ସୁନାମୀର ମୁକାବିଲା କରିବା ପାଇଁ ମକଡ୍ରିଲ ହୋଇଛି। ସେହି ୬ଟି ଜିଲ୍ଲା ହେଉଛି- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ। କରୋନା ଯୋଗୁଁ ଭର୍ଚୁଆଲ ମକଡ୍ରିଲ ହୋଇଛି। ସୁନାମୀ ସୂଚନା କିପରି ଗାଁରେ…

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ…

ଭୁବନେଶ୍ୱର: ଆନ୍ଧ୍ର ପ୍ରଦେଶ ଉପକୂଳ କାକିନାଡ଼ା ଠାରେ ଅବପାତ ସ୍ଥଳଭାଗ ଛୁଇଁଛି। ଏହାର ପ୍ରଭାବରେ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶାର ଅଧକାଂଶ ଜିଲ୍ଲାରେ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଆଶଙ୍କା କରି ନେଇ ଆସନ୍ତାକାଲି ପର୍ଯ୍ୟନ୍ତ ୧୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗଞ୍ଜାମ, ଗଜପତି,…

ଆସନ୍ତା ବର୍ଷ ଆରମ୍ଭରେ ଭାରତରେ ଅନେକ…

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ଟୀକା ପରୀକ୍ଷଣ ଚାଲିଛି। ବିଶ୍ୱବ୍ୟାପୀ ଟିକା ପରୀକ୍ଷଣ କରିବାରେ ବିଶିଷ୍ଟ ବୈଜ୍ଞାନିକ ତଥା ଗବେଷକ ନାନା ପ୍ରଚେଷ୍ଟା ଚଳାଇଛନ୍ତି। ଭାରତରେ କିଛି ଟିକା ଖୁବଶୀଘ୍ର ବଜାରରେ ପ୍ରବେଶ କରିବା ନେଇ ଆଶା କରାଯାଉଛି। ଏନେଇ ମଙ୍ଗଳବାର…

ଜନସନ୍ ଏଣ୍ଡ୍ ଜନସନ୍‌ର କରୋନା ଟୀକା…

ନୂଆଦିଲ୍ଲୀ: ବିଶ୍ଵର ସବୁ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ କରୋନା ଭାଇରସ୍ ଟୀକା ଉତ୍ପାଦନ ପାଇଁ ପରୀକ୍ଷଣ ଚଳାଇଛନ୍ତି। ଟୀକା ଉପରେ କାର୍ଯ୍ୟ କରୁଥିବା ଆମେରିକାର କମ୍ପାନୀ ଜନସନ ଆଣ୍ଡ ଜନସନର ଟୀକା ଉପରେ ପ୍ରତିବନ୍ଧକ ଲାଗିଛି। ଟୀକା ପରୀକ୍ଷଣ ସମୟରେ ଜଣେ ସ୍ୱେଚ୍ଛାସେବୀ ଅସୁସ୍ଥ ହେବା ପରେ…

ବନ୍ଧୁକ ମୁନରେ ୨୦ ଲକ୍ଷ ଲୁଟ୍

ଭୋଗରାଇ: ବନ୍ଧୁକ ମୁନରେ ଲୁଟ୍। ପୁଣି ବ୍ୟାଙ୍କରୁ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୨୦ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଚୌକିସ୍ଥିତ ୟୁକୋ ବ୍ୟାଙ୍କ ଶାଖାରୁ ଏହି ଲୁଟ ହୋଇଛି। ସୂଚନା ମୁତାବକ, ୬ ଜଣ ଦୁର୍ବୃତ୍ତ…

କବୀର ଭୋଇଙ୍କ ପରିବାରକୁ ୨୦ ଲକ୍ଷ ମିଳୁ:…

ଭୁବନେଶ୍ୱର: ପତ୍ନୀଙ୍କୁ ପୁରୀରୁ ଟ୍ରଲିରେ କଟକ ଆଣିବା ଏବଂ ପରେ ମୃତ୍ୟୁ ଘଟଣାରେ କବୀର ଭୋଇଙ୍କ ପରିବାରକୁ ଭେଟିଛନ୍ତି କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ। ଏହି ଅବସରରେ ରାଜ୍ୟ ସରକାର କବୀରଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ସେ କହିଛନ୍ତି ଯେ,…

ସହରାଞ୍ଚଳ ପାନୀୟ ଜଳ ପ୍ରକଳ୍ପ: ଶ୍ରେୟ…

ଭୁବନେଶ୍ବର: କରୋନା କାଳରେ ରାଜ୍ୟରେ ହେବାକୁ ଯାଉଛି ଦୁଇ ଦୁଇଟି ଉପନିର୍ବାଚନ। ଚଳିତ ଉପନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶ୍ରେୟ ନେବା ରାଜନୀତି ଆରମ୍ଭ ହୋଇଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ‘ସୁଜଳ’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ…

୧୪ରେ ସ୍ୱତନ୍ତ୍ର ନିଟ୍

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୪ରେ ହେବ ସ୍ୱତନ୍ତ୍ର ନିଟ୍‌ ପରୀକ୍ଷା। କରୋନା ଆକ୍ରାନ୍ତ ହୋଇଥିବାରୁ ଯେଉଁ ପରୀକ୍ଷାର୍ଥୀ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ (ନିଟ) ପରୀକ୍ଷା ଦେଇପାରି ନଥିଲେ, ସେମାନଙ୍କ ପାଇଁ ଏହି ସ୍ୱତନ୍ତ୍ର ପରୀକ୍ଷା କରାଯିବ। ପରୀକ୍ଷା ସମୟରେ ଯେଉଁ ପରୀକ୍ଷାର୍ଥୀ କରୋନା…

ଏସ୍‌ବିଆଇର ଅନଲାଇନ୍ ବ୍ୟାଙ୍କିଙ୍ଗ ସେବା…

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟ ବ୍ୟାଙ୍କର ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବାଗୁଡିକ ଟେକନିକାଲ ସମସ୍ୟା ଯୋଗୁଁ ପ୍ରଭାବିତ ହୋଇଛି। ଏସ୍‌ବିଆଇ ତରଫରୁ ଏନେଇ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି। କିନ୍ତୁ ଏଟିଏମ ଓ ପିଓଏସ ମେସିନ୍ ଏଥିରେ ପ୍ରଭାବିତ ହୋଇନାହିଁ।…