Odisha Link
Bridging the Missing Links in Odisha
Daily Archives

October 13, 2020

ପ୍ରଚାର ମଇଦାନକୁ ଓହ୍ଲାଇଲେ ଟ୍ରମ୍ପ୍,…

ଓ୍ବାଶିଂଟନ୍: କରୋନାକୁ ହରାଇଲେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ସେ ଏବେ ସୁସ୍ଥ ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଦେଲେ ହ୍ବାଇଟ୍‌ ହାଉସର ଡାକ୍ତର। ଏଥର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କରିପାରିବେ। ଟ୍ରମ୍ପଙ୍କ ଘରୋଇ ଚିକିତ୍ସକ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ…

ହୁଣ୍ଡାଇ କାର ଜାଳିଦେଲେ କୋଇଲା ମାଫିଆ

ଭଦ୍ରକ : ପ୍ରତାପ ବେହେରାଙ୍କ କାର ଜାଳି ଦେଲେ କୋଇଲା ମାଫିଆ । ଏହି ଘଟଣାଟି ଭଦ୍ରକ ଗ୍ରାମାଞ୍ଚଳ ଥାନା ଇଚ୍ଛାପୁର, ମାରପୁର ଗାଁରେ ଘଟିଛି । ସେ ପୁଲିସକୁ କୋଇଲା ଚୋରିର ତଥ୍ୟ ଦେଇଥିବାରୁ ଏପରି ଘଟଣା ଘଟିଥିଲା । ତେବେ କୋଇଲା ଟ୍ରେନ ଯାଉଥିବା ବେଳେ, ଚଳନ୍ତା ଟ୍ରେନରୁ କୋଇଲା ଚୋରି କରି ମାଫିଆମାନେ…

ଆଇସିସି ଅଧ୍ୟକ୍ଷ ନିର୍ବାଚନ:…

ଦୁବାଇ: ଅଗାମାୀ ଆଇସିସି ଅଧ୍ୟକ୍ଷ କିଏ ହେବ ସେ ନେଇ ଆରମ୍ଭ ହୋଇଛି କଳ୍ପନା ଜଳ୍ପନା। ଗତ ଜୁଲାଇ ମାସରୁ ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଶେଷ ହୋଇ ଯାଇଛି। ତିିନ ମାସ ବିତି ଯାଇଥିଲେ ମଧ୍ୟ ଆଇସିସିର ନୂଆ ଅଧ୍ୟକ୍ଷ ମନୋନୟନ କିମ୍ବା ନିର୍ବାଚନ ପ୍ରକ୍ରିୟା ଶେଷ ହୋଇ ପାରିନାହିଁ। ଅକ୍ଟୋବର…

କୋଭିଡ ହସ୍ପିଟାଲରୁ ବାପାଙ୍କ ପତ୍ତା…

ଢେଙ୍କାନାଳ :ପୁଣି କୋଭିଡ ପରିଚାଳନାକୁ ନେଇ ଏପରି ସାଂଘାତିକ ଅଭିଯୋଗ ଆସିଛି । ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରଦା ଗାଁର ଦୁର୍ଯ୍ୟୋଧନ ବେହେରାଙ୍କର ଗତ ସେପ୍ଟେମ୍ବର ୨୯ ତାରିଖରେ କୋଭିଡ ପଜିଟିଭ ରିପୋର୍ଟ ଆସିଥିଲା। ତାପରେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି ହେଲେ। ପ୍ରଥମେ ଢେଙ୍କାନାଳ…

କଲରାପତରିଆ ବାଘ ଚମଡ଼ା ଜବତ ; ଜଣେ ଗିରଫ

ଭୁବନେଶ୍ୱର : କଲରାପତରିଆ ବାଘ ଚମଡ଼ା କ୍ରାଇମବ୍ରାଞ୍ଚ ଏସଟିଏଫ ଟିମ ଦ୍ୱାରା ଜବତ ହୋଇଛି । ବାଘ ଚମଡ଼ା ବିକ୍ରି ଯୋଜନା ବେଳେ ଏସଟିଏଫ ଟିମ ଜଣକୁ ଗିରଫ କରିଛି । ଉକ୍ତ ବ୍ୟକ୍ତି ଜଣଙ୍କୁ ଏସଟିଏଫ ଟିମ ସମ୍ବଲପୁର- ସୋନପୁର ସୀମା ଅଞ୍ଚଳରୁ ଗିରଫ କରିଥିଲା । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆକାଶଛୁଆଁ ପନିପରିବା ଦର, ଗ୍ରାହକ…

ଭୁବନେଶ୍ବର : ରାଜଧାନୀରେ ଆକାଶ ଛୁଆଁ ପନିପରିବା ଦର । ବଜାରରେ କୌଣସି ପରିବାର ଦର ୫୦ଟଙ୍କା ତଳକୁ ନାହିଁ।ଜଣେ ଗ୍ରାହକ ୫୦୦ ଟଙ୍କାର ପନିପରିବା କିଣିଲେ ମଧ୍ୟ ବ୍ୟାଗ୍ ଭର୍ତ୍ତି ହେଉନାହିଁ । ବାଇଗଣ ସର୍ବନିମ୍ନ ୫୦-୬୦ ଟଙ୍କାରୁ ଆରମ୍ଭ କରି କେତେକ ସ୍ଥାନରେ ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି।…

ଗଜପତିରେ ୫୦୦ ଲୋକ ଆଶ୍ରୟସ୍ଥଳୀକୁ…

ଗଜପତି  :ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ନବରଙ୍ଗପୁର ଓ ଗଜପତିରେ ପ୍ରବଳ ବର୍ଷା ହୋଇଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଜପତିର ୪ ବ୍ଲକରୁ ୫୦୦ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି । ପାହାଡ଼ ଉପରେ ଥିବା ଲୋକଙ୍କୁ…

 ୫ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇ ସାରିଲାଣି ।ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ଆଜି ସକାଳୁ ଟ୍ୱିଟ୍ କରି ଏହି ସୂଚନା…