୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍ସନ ସହ ବାଇକ…
ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳରୁ ପୁଲିସ ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍ସନ୍ ସହ ଏକ ବାଇକ୍ ଜବତ କରିଛି।
ଏହି ବେଆଇନ କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତକୁ ମଧ୍ୟ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିନୋଦ ସାହୁ ଓ ବିଜୟ କୁମାର ପାତ୍ର।
ନିଶା ବଟିକା କରାବାର ନେଇ…