Odisha Link
Bridging the Missing Links in Odisha
Daily Archives

October 15, 2020

କଟକ ନାବାଳିକା ଦୁଷ୍କର୍ମ ଘଟଣା, ଗିରଫ…

କଟକ: କଟକ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ଦୁଇ ଜଣ ହିଁ ଅଭିଯୁକ୍ତ। ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସନ୍ତୋଷ ବେହେରା ଓ ରାକେଶ ରାଉତ। ଡିସିପି ପ୍ରତୀକ୍ ସିଂ କହିଛନ୍ତି ଯେ, ଦୁଇ ଅଭିଯୁକ୍ତ ଏବଂ…

ନେପାଳ ଗସ୍ତରେ ଯିବେ ଭାରତୀୟ ସେନାମୁଖ୍ୟ…

ନୂଆଦିଲ୍ଲୀ: କିଛି ମାସ ତଳେ ଭାରତର ପଡ଼ୋଶୀ ରାଷ୍ଟ୍ର ନେପାଳ ଦେଶର ନୂଆ ମାନଚିତ୍ର ଜାରି କରିଥିଲା। ଯାହାଫଳରେ ମଧ୍ୟ କିଛି ବିବା ଦେଖିବାକୁ ମିଳିଥିଲା। ଏସବୁ ପରେ ଭାରତୀୟ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଖୁବଶୀଘ୍ର ନେପାଳ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ନେପାଳ ସରକାରଙ୍କ…

ଟ୍ରେନ୍‌ରେ ଛେପ ପକାଇଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ଏଣିକି ଟ୍ରେନରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଗଣିବାକୁ ପଡ଼ିବ ତଣ୍ଡ। ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରାକୁ ଦୃଷ୍ଟିରେ ରଖି ଆରପିଏଫ (ରେଲୱେ ସୁରକ୍ଷା ବଳ) ପକ୍ଷରୁ ଏପରି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ରେଲୱେ ଷ୍ଟେସନ ଓ ଟ୍ରେନରେ ଯିବା ସମୟରେ ଯେଉଁମାନେ କରୋନା ନିୟମ…

ଲଗାଣ ବର୍ଷା, ଗଜପତିରେ ଧସିଲା ପାହାଡ଼

ଗଜପତି: ଗଜପତି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଫଳରେ ପାହାଡ଼ ଧସି ଯାଇଛି। ଗଜପତି ଜିଲ୍ଲା ନାମନଗଡ଼ ଠାରୁ ଅଜୟଗଡ଼ ରାସ୍ତାରେ ପାହାଡ଼ ଧସିଛି। ପାରଳାଖେମୁଣ୍ଡି ଠାରୁ ଅଜୟଗଡ଼ର ମୁଖ୍ୟ ରାସ୍ତାରେ ପାହାଡ଼ ଧସି ପଡ଼ିଛି। ପାହାଡ଼ ଧସିବା ଫଳରେ ରାସ୍ତା ଅବରୋଧ ହୋଇଛି। ଫଳରେ ତିନୋଟି…

JCB ଦ୍ବାରା ନିଜ ପିଠି କୁଣ୍ଡାଇଲେ…

ନୂଆଦିଲ୍ଲୀ: ଗତବର୍ଷ JCB ଖୁବ୍‌ ଭାଇରାଲ ହୋଇଥିଲା। ହଠାତ୍‌ ସୋସିଆଲ ମିଡିଆରେ JCB ଏମିତି ଟ୍ରେଣ୍ଡ କଲା ଯେ ସୋସିଆଲ ମିଡିଆ ବ୍ୟବହାରକାର ମାନେ JCB ସହ ଫଟୋ ଉଠାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଛାଡ଼ିଥିଲେ। ଏବେ ଆଉଥରେ JCB ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥର ଜଣେ ବୟସ୍କ ଲୋକଙ୍କ ପାଇଁ JCBର ଆଉ…

ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ

ମାଲକାନଗିରି : ବିଷାକ୍ତ ଖାଦ୍ୟ ଖାଇ ୩ ଭାଇଭଉଣୀ ମୃତ। ଆଜି ମାଲକାନଗିରି ଜିଲ୍ଲା କଚେଲି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଷାକ୍ତ ଖାଦ୍ୟ କାରଣରୁ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ୩ ମୃତକଙ୍କ ମଧ୍ୟରେ ୨ ଭଉଣୀ ଓ ଜଣେ ଭାଇ ଥିବାବେଳେ ମାଆ ଓ ଆଉ ଜଣେ…

ସାରୁଅ ଜମି କେଳେଙ୍କାରୀ ମାମଲା, ପ୍ରଶାସନ…

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅରେ ଓଟିଭି କର୍ତ୍ତୃପକ୍ଷଙ୍କ ଜବରଦଖଲ ଜମିରେ ପ୍ରଶାସନ ପକ୍ଷରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ସାରୁଅରେ ପାଚେରୀ ଭଙ୍ଗା ଆରମ୍ଭ ହୋଇଛି। ଜେସିବି ମାଧ୍ୟମରେ ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଘଟଣାସ୍ଥଳରେ ତହସିଲଦାର ଓ ପୋଲିସ ଉପସ୍ଥିତ ଅଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ…

କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ରାଜ୍ୟରେ କରୋନା: ୨୪୭୦ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ୨୪ ଘଣ୍ଟା ମଧ୍ୟରେ ୨୪୭୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୨୦୧୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୬୨ ଜଣ କ୍ବାରେଣ୍ଟାଇନ୍‌ରେ…

ପେପର ବଏରୁ ଭାରତର ରାଷ୍ଟ୍ରପତି, ଆଜି…

ନୂଆଦିଲ୍ଳୀ: ଯାହା ପାଖରେ ଜାତି ଧର୍ମ ହାର ମାନିଛି। ଯାହାଙ୍କ ନାମ ଶୁଣିଲେ ଉଭୟ ହିନ୍ଦୁ ଓ ମୁସଲମାନଙ୍କ ଓଠରେ ହସ ଫୁଟିଥାଏ। ଆଜି ଭାରତ ମାତାର ସେହି ସୁଯୋଗ୍ୟ ସନ୍ତାନଙ୍କର ଜନ୍ମଦିବସ। ଆଜି 'ମିଶାଇଲ୍‌ ମ୍ୟାନ୍‌' ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୮୯ ତମ ଜନ୍ମ ଦିବସ। ଅବଦୁଲ…