Odisha Link
Bridging the Missing Links in Odisha
Daily Archives

October 15, 2020

ଆହୁରି ବର୍ଷିବ, ୫ ଜିଲ୍ଲାକୁ ରେଡ୍…

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା। ତୁହାକୁ ତୁହା ବର୍ଷା ଲାଗି ରହିଛି ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଆଜି ଢ଼େଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଓ ପୁରୀ…

ପୁଣି ଭିଜିବ କଟକ ଓ ଭୁବନେଶ୍ବର

ଭୁବନେଶ୍ୱର: ଆଜି ଅପରାହ୍ଣ ୧୨ଟା ୩୦ଟା ଯାଏଁ କଟକ ଓ ଭୁବନେଶ୍ୱରରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏହା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଘଣ୍ଟାକୁ ୨ରୁ ୩ ସେ.ମି. ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା କାରଣରୁ ଟ୍ରାଫିକ ଜାମ୍ ହେବାର ସମ୍ଭାବନା ରହିଛି। ତେଣୁ ଯଥାସମ୍ଭବ…

କଟକ ନାବାଳିକା ଗଣଦୁଷ୍କର୍ମ: ଚିକେନ୍…

କଟକ: କଟକ ନାବାଳିକା ଦୁଷ୍କର୍ମ ଘଟଣାର୨ ଜଣ ଅଭିଯୁକ୍ତ ଗିରଫ। ୨ ଜଣ ଅଭିଯୁକ୍ତ ହେଲେ ଟିକି ଓ ରାକା। ପାଟଣା ଗ୍ରାମର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ବେହେରା ଓରଫ ଟିକି ଏବଂ ରାକା। ଏହି ଦୁଇ ଅଭିଯୁକ୍ତ ଦିନରେ ରଙ୍ଗ ମିସ୍ତ୍ରୀ କାମ କରୁଥିବାବେଳେ ପ୍ରାୟ ଚାରି ମାସ ପୂର୍ବରୁ ରାସ୍ତାକଡ଼ରେ ଏକ ଚିକେନ୍…

କଟକ ନାବାଳିକା ଦୁଷ୍କର୍ମ: ଘଟଣା ସ୍ଥଳରୁ…

କଟକ: କଟକ ଚାଉଳିଆଗଞ୍ଜ ଥାନା ଗତିରାଉତପାଟଣାରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେରେ ଆଉ ଜଣେ ଅଭିଯୁକ୍ତ ଗିରଫ। ଘଟଣା ସ୍ଥଳରୁ ମଦ, କଣ୍ଡୋମ୍ ଓ ନିଶା ଇଂଜେକସନ୍ ଜବତ। ଏତଲାର ୨୪ ଘଣ୍ଟା ଭିତରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ…

ଆଜି ବିଶ୍ୱ ହାତ ଧୁଆ ଦିବସ

ଭୁବନେଶ୍ୱର: ଆଜି ବିଶ୍ୱ ହାତ ଧୁଆ ଦିବସ। ୨୦୦୮ରୁ ପ୍ରତି ବର୍ଷ ଅକ୍ଟୋବର‌ ୧୫ରେ ପାଳିତ ହେଉଛି ‘ବିଶ୍ୱ ହାତ ଧୁଆ ଦିବସ’। ନିୟମିତ ସାବୁନରେ ହାତ ସଫା କଲେ ବିଭିନ୍ନ ମାରାତ୍ମକ ନିମୋନିଆ, ଡାଇରିଆ ଆଦି ହେବାର ଆଶଙ୍କା ୨୫-୫୦ ପ୍ରତିଶତ ହ୍ରାସ ପାଇଥାଏ। ଏଥିସହ କରୋନା ମହାମାରୀ କାରଣରୁ ଚଳିତ ବର୍ଷ…

ସପିଂ ମଲ୍‌ରେ ଅଗ୍ନିକାଣ୍ଡ

ମୟୂରଭଞ୍ଜ: ସପିଂ ମଲ୍‌ରେ ଅଗ୍ନିକାଣ୍ଡ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଶର୍ମା ହୋଟେଲ ଛକ ନିକଟରେ ଥିବା ଏକ ସପିଂ ମଲ୍‌ରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ବିଳମ୍ବିତ ରାତି ପ୍ରାୟ ୩ଟାରେ ସମୟରେ ଘଟିଥିବା ଜଣାପଡିଛି। ସପିଂ ମଲ୍‌ର ପ୍ରାୟ ୧୦ରୁ ୧୨ଟି ଦୋକାନ ଘରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ…

ବର୍ଷା ବିଭିଷୀକା: ଆନ୍ଧ୍ର,…

ତେଲେଙ୍ଗାନା: ଲଗାଣ ବର୍ଷା କାରଣରୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଇଛି। ବର୍ଷା କାରଣରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବାସହ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ଲଗାଣ ବର୍ଷା ଫଳରେ ତେଲେଙ୍ଗାନାରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ୧୦ ଜଣଙ୍କ…

ରାଜଧାନୀରେ ଲଜ୍ଜା

ଭୁବନେଶ୍ୱର: ରାଜଧାନୀରେ ଲଜ୍ଜା। ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର। ସହିଦନଗର ଥାନା ଅଧୀନ ଶାନ୍ତିପଲ୍ଲୀ ବସ୍ତିରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁଇ ନାବାଳକଙ୍କୁ ଅଟକ…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ,…

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ। ହିନ୍ଦୀ ଶିକ୍ଷକଙ୍କ ଠାରୁ ୫ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ବୁଧବାର ଗଞ୍ଜାମ ଜିଲ୍ଲା  ରଙ୍ଗେଇଲୁଣ୍ଡା ଝାଣ୍ଡନକୁଲି ଯଶୋଦା ହାଇସ୍କୁଲର ଶିକ୍ଷକ ଭୁବନାନନ୍ଦ ସାହୁଙ୍କ ଘରେ ଭିଜିଲାନ୍ସର ଚଢାଉ କରିଥିଲା। ଏହି ସମୟରେ ମୋଟ ୪ କୋଟି…