କୁନା ତ୍ରିପାଠି ହେଲେ ନିଶାମୁକ୍ତି ଭାରତ…
କଟକ : କଟକ ଜିଲ୍ଲାରେ ନିଶାମୁକ୍ତି ଅଭିଯାନ କାର୍ଯ୍ୟକ୍ରମ ପାଇଁ ସତ୍ୟବ୍ରତ ତ୍ରିପାଠୀ(କୁନା)ଙ୍କୁ ବ୍ରାଣ୍ଡ ଆମ୍ବାସଡ଼ର ଭାବେ ନିଯୁକ୍ତି କରାଯାଇଛି । ଗତ ୧୪ ତାରିଖରେ ଏ ନେଇ କଟକ ଜିଲ୍ଲାପାଳଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ସେଲ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ…