ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି…
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ସକ୍ରିୟ ଥିବା ଦୁଇ ବନ୍ଧୁକ ବେପାରୀଙ୍କୁ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଗିରଫ କରିଛି। ଏମାନଙ୍କଠାରୁ ୫ଟି ପିସ୍ତଲ, ୨ଟି ରିଭଲଭର ଓ ଗୋଟିଏ ଏୟାର ଗନ୍ ଓ ୧୨ ରାଉଣ୍ଡର ଗୁଳି ଜବତ ହୋଇଛି। ଗିରଫ ହୋଇଥିବା ବନ୍ଧୁକ ବେପାରୀଙ୍କ ନାମ ରାକେଶ ଜେନା ଓ ବିକାଶ ବେହେରା। ତେବେ…