Odisha Link
Bridging the Missing Links in Odisha
Daily Archives

October 16, 2020

ତିର୍ତ୍ତୋଲ ଉପନିର୍ବାଚନ: ପ୍ରାର୍ଥିପତ୍ର…

ତିର୍ତ୍ତୋଲ: ତିର୍ତ୍ତୋଲ ବିଧାନସଭା ଆସନ ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଳୀୟ କର୍ମୀଙ୍କ ସହ ବିଶାଳ ରାଲିରେ ଯାଇ ନାମାଙ୍କନ ଭରିଛନ୍ତି ବିଜୟ ଶଙ୍କର। ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜୟ।…

ଓଡ଼ିଶାକୁ ମିଳିଛି ୨୨,୨୬୭.୬୬ କୋଟିର…

ଭୁବନେଶ୍ଵର: କୋଭିଡ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବ୍ୟାପକ ଆର୍ଥିକ ସହାୟତା ପ୍ୟାକେଜ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ ମୋଟ୍ ୨୨,୨୬୭.୬୬ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ତୈଳ ଓ ପ୍ରକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟର…

ଅବହେଳା କଲେ ସଂକ୍ରମଣ ବଢିବ: ଆଇଏଲଏସ୍…

ଭୁବନେଶ୍ୱର: ଓଡିଶାରେ ଆଗକୁ ସଂକ୍ରମଣ ସଂଖ୍ୟା କମିବ। ଏନେଇ ଆଜି ଆଇଏଲଏସର ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ‘ସେପ୍ଟେମ୍ବର ୧୧ରୁ ୨୫ ତାରିଖ ଯାଏଁ ସଂକ୍ରମଣ ୪୨୦୦ ଯାଇଥିଲା। ବର୍ତ୍ତମାନ ଟେଷ୍ଟିଂ କମିନି ମାତ୍ର ସେପ୍ଟେମ୍ବର ୨୫ରୁ ସଂକ୍ରମଣ ହାର କମିଛି। ପଜିଟିଭ୍‌ ହାର ୫%ରୁ…

ମୂର୍ତ୍ତି ଉଚ୍ଚତା ତଥ୍ୟ ଦେବେ ଏଜି

କଟକ: କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ବିବାଦ ମାମଲାରେ ମୂର୍ତ୍ତି ଉଚ୍ଚତା ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ସମସ୍ତ ମୂର୍ତ୍ତିର ସୁରକ୍ଷା କାଏମ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ…

କଣ୍ଠଶିଳ୍ପୀ କୁମାର ସାନୁଙ୍କୁ କରୋନା

ମୁମ୍ବାଇ: ବଲିଉଡ୍ କଶ୍ଠଶିଳ୍ପୀ କୁମାର ସାନୁ କରୋନା ସଂକ୍ରମିତ। ଏ ସଂପର୍କରେ କୁମାର ସାନୁ ସୋସିଆଲ୍‌ ଜରିଆରେ ଜଣାଇଛନ୍ତି। କରୋନା ପଜିଟିଭ୍ ହେବା ପରେ ସେ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ସୂଚନା ମୁତାବକ, କୁମାର ସାନୁ ନିଜ ପରିବାରକୁ ଭେଟିବା ପାଇଁ ଆମେରିକା ଯାଇଥାନ୍ତେ। ସେ ବମ୍ବେ…

ଓଟିଭି ବିରୋଧରେ ଯାଜପୁରରେ ଏତଲା ପାଇଁ…

ଯାଜପୁର: ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ଗସ୍ତ ନେଇ ମିଥ୍ୟା ଖବର ପ୍ରସାର କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବରୀ-ରାମଚନ୍ଦ୍ରପୁର ଥାନାରେ ଖବର ଚାନେଲ ଓଟିଭି, ସୂଚନା ଅଧିକାର କର୍ମୀ ଶ୍ରୀକାନ୍ତ ପାକଳ ଓ ପ୍ରଦୀପ ପ୍ରଧାନଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଯାଏଁ ଏତଲା ଦିଆ ହୋଇ…

ବର୍ଷା ଅନୁଭବ ମାମଲା ଉପରେ…

ନୂଆଦିଲ୍ଲୀ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି। ଶୁଣାଣୀ କରି ସୁପ୍ରିମକୋର୍ଟ ଅନୁଭବଙ୍କ ପକ୍ଷରୁ ପଟିଆଲା ହାଉସକୋର୍ଟରେ ଦାଖଲ ହୋଇଥିବା ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି।…

ରାଜ୍ୟରେ ଆଉ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୦୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଭୂତ ଗଛ: ଖାଇଗଲେ ୬୦ ଲକ୍ଷ ଟଙ୍କା

କେନ୍ଦୁଝର: ମୃତ୍ତିକା ସଂରକ୍ଷଣ ବାବଦକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଛନ୍ତି। ଏହାର ଲକ୍ଷ୍ୟ ଜଙ୍ଗଲ ସୃଷ୍ଟି କରିବା। ହେଲେ ମୃତ୍ତିକା ସଂରକ୍ଷଣ ବିଭାଗରେ ଦେଖିବାକୁ ମିଳିଛି ବଡ଼ ଧରଣର କେଳେ‌ଙ୍କାରୀ। କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଟଙ୍କା ବ୍ୟୟ ହେଉଥିଲେ ବି ଜଙ୍ଗଲ ଦେଖିବାକୁ ମିଳୁନାହିଁ।…

ରାଜ୍ୟରେ କରୋନା: ୨୧୩୮ କରୋନା ସଂକ୍ରମିତ…

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୨୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୬୪୧୪୯ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୫୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୮୮୭ଜଣ…