Odisha Link
Bridging the Missing Links in Odisha
Daily Archives

October 16, 2020

ଆମେରିକାରେ ଅଦିନିଆ ରଥାଯାତ୍ରା, ଦାମୀ…

ଆମେରିକା: ପୁଣିଥରେ ବିଦେଶ ମାଟିରେ ଅଦିନରେ ପାଳନ ହେଲା ରଥାଯାତ୍ରା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଟୋବର ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ପାଳିତ ହୋଇଥିବା ସ୍ଥାନୀୟ ଇସ୍କନ୍‌ ସଂଗଠନର ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡ଼ିଛି।…

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ୭୫ ବର୍ଷରେ ପଦାର୍ପଣ କରିଲେ ନବୀନ ପଟ୍ଟନାୟକ। ଜନ୍ମଦିନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। https://twitter.com/dpradhanbjp/status/1316929786418237440…

ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ବ୍ରହ୍ମପୁର: ଗଞ୍ଜାମ ବଡ଼ ବଜାର ଥାନା ଅଞ୍ଚଳରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ। ଆଜି ସକାଳେ ଆସିକା-ବ୍ରହ୍ମପୁର ମୁଖ୍ୟରାସ୍ତାର ଫାଷ୍ଟ୍ ଗେଟ୍ ନିକଟସ୍ଥ ଶ୍ରୀକ୍ଷେତ୍ର ବିହାର ପାଖ ରାସ୍ତା କଡ଼ରେ ଜଣେ ଅଜଣା ବ୍ୟକ୍ତିଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି। ମୃତକଙ୍କ ମୁହଁ ସମ୍ପୂର୍ଣ୍ଣ ନଷ୍ଟ…

ବର୍ଷା-ଅନୁଭବ ବିବାଦ, ବର୍ଷାଙ୍କ ଆବେଦନ…

ନୂଆଦିଲ୍ଲୀ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲାରେ ବର୍ଷାଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ମାମଲାକୁ କଟକ ସ୍ଥାନାନ୍ତର ପାଇଁ ବର୍ଷାଙ୍କ ଟ୍ରାନ୍ସଫର ପିଟିସନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ଜରିଆରେ…

ଦମ୍ପତି ଜିଅଁନ୍ତା ଦଗ୍ଧ

ଝାରସୁଗୁଡା: ଦମ୍ପତି ଜିଅଁନ୍ତା ଦଗ୍ଧ। ଏଭଳି ଏକ ଅଭାବନୀୟ ଘଟଣା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର କଲୋନୀରେ ଘଟିଛି। ଜୀଅନ୍ତା ଜଳିଗଲେ ଦମ୍ପତି। ଘର ବାହାରେ କୋଇଲା ଚୁଲି ଲଗାଉଥିବା ବେଳେ ଦମ୍ପତି ଜିଅଁନ୍ତା ଜଳିଯାଇଛନ୍ତି। ସୁଚନା ମୁତାବକ, କୋଇଲା ଚୁଲି ଲଗାଉଥିବା ବେଳେ ସ୍ତ୍ରୀ ଜଳି ଯାଇଥିଲେ।…

ଆଜି ଜାରି ହେବ ୭୫ ଟଙ୍କିଆ ମୁଦ୍ରା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ଟଙ୍କିଆ ମୁଦ୍ରା ଜାରି କରିବେ। ଖାଦ୍ୟ ଏବଂ କୃଷି ସଙ୍ଗଠନର ୭୫ତମ ବାର୍ଷିକୀ ଉପଲକ୍ଷେ ଏହି ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରାଯିବ। ଏହି ଅବସରରେ ବିକଶିତ ଆଠଟି ଫସଲର ୧୭ଟି ଜୈବ ସମ୍ବନ୍ଧିତ କିସମ ମଧ୍ୟ ଦେଶ ପାଇଁ ଉତ୍ସର୍ଗୀକୃତ କରାଯିବ। ଏହି…

ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ

ମୁମ୍ବାଇ: ଭାରତର ପ୍ରଥମ ଓସ୍କାର ବିଜୟିନୀଙ୍କ ପରଲୋକ। ପ୍ରଥମ ଭାରତୀୟ ଭାବରେ ଓସ୍କାର ହାସଲ କରିଥିବା ଭାନୁ ଆଥେୟାଙ୍କ କାଲି ପରଲୋକ ହୋଇଛି। ଭାନୁଙ୍କର ୯୧ ବର୍ଷ ବୟସରେ ମୃତ୍ୟୁ ହୋଇଛି। ମୁମ୍ବାଇ ସ୍ଥିତ ଚନ୍ଦନବାଡି ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ୧୯୮୩ରେ ନିର୍ମିତ ଫିଲ୍ମ ଗାନ୍ଧୀ…

ଆଜି +୨ ସ୍ପଟ୍‌ ନାମଲେଖା

ଭୁବନେଶ୍ବର : ଆଜି +୨ ସ୍ପଟ୍‌ ନାମଲେଖା । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା କନିଷ୍ଠ ମହାବିଦ୍ୟାଳୟ (ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ରେ +୨ ସ୍ପଟ୍‌ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ପରେ ବଳକା ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ। ଏନେଇ ସଂପୃକ୍ତ କନିଷ୍ଠ…

ଦେଶରେ କରୋନା: ୨୪ ଘଣ୍ଟାରେ ୬୩୩୭୧…

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ପଜିଟିଭିଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟାରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଦେଶରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୧୨ ହଜାର ୨୬୧ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୬୩, ୩୭୧ ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ବେଳେ ୮୯୫୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।…

ନବୀନଙ୍କୁ ଫୋନରେ ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ଭୁବନେଶ୍ବର: ଆଜି ୭୫ ବର୍ଷରେ ପାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଜନ୍ମଦିନ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟା ନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ୍‌ ଯୋଗେ ନବୀନ…