Odisha Link
Bridging the Missing Links in Odisha
Daily Archives

October 16, 2020

ନବୀନ ପଟ୍ଟନାୟକଙ୍କ ଜନ୍ମଦିନରେ…

ଭୁବନେଶ୍ବର: ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। କୋଭିଡ୍‌ କଟକଣା ପାଇଁ ଜନ୍ମଦିନ ପାଳନରୁ ବିରତ ଥିବା ନବୀନଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛାର ସୁଅ ଛୁଟିଛି। ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ମହଲରୁ ଆସୁଛି ଶୁଭେଚ୍ଛା…

ଆଜି ପ୍ରକାଶ ପାଇବ ନିଟ୍‌ ପରୀକ୍ଷା ଫଳ

ନୂଆଦିଲ୍ଲୀ: ମେଡିକାଲ କଲେଜଗୁଡ଼ିକରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍‌) ପରୀକ୍ଷା ଫଳ ଆଜି ପ୍ରକାଶ ପାଇବ। ଛାତ୍ରଛାତ୍ରୀ ୱେବସାଇଟ୍ ww.ntaneet.nic.in/nta.ac.inକୁ ଯାଇ ଫଳ ଦେଖିପାରିବେ ବୋଲି…

୭୫ ବର୍ଷରେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମ ଦିନ। ୭୪ ପୂରି ଆଜି ଠାରୁ ତାଙ୍କୁ ୭୫ ଚାଲିଲା। ନବୀନ ପଟ୍ଟନାୟକ ୧୯୪୬ ମସିହାରେ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଶାର ଅପରାଜେୟ ଓ ଅକଳଙ୍କ ନେତା ଭାବେ ନବୀନ ପଟ୍ଟନାୟକ ଗତ ୨୩ ବର୍ଷ ଧରି ରାଜ୍ୟ ରାଜନୀତିକୁ ପ୍ରଭାବିତ କରି…

ଆଜିଠୁ ଭୁବନେଶ୍ୱରରେ ୩ୟ ପର୍ୟ୍ୟାୟ ସେରୋ…

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱରରେ ତୃତୀୟ ପର୍ୟ୍ୟାୟ ସେରୋ ସର୍ଭେଲାନ୍ସ ଆରମ୍ଭ। ୩ୟ ପର୍ୟ୍ୟାୟ ସେରୋ ସର୍ଭେ ୧୮ ତାରିଖ ଯାଏ ଚାଲିବ। ଵିଏମସି ଓ ଆରଏମ୍ଆରସି ପକ୍ଷରୁ ମିଳିତ ଭାବେ ଏହି ସେରୋ ସର୍ଭେଲାନ୍ସ ହେବ। ଏହି ସେରୋ ସର୍ଭେଲାନ୍ସ ୨୫ଟି ୱାର୍ଡରେ ହେବ। ଏହି ସର୍ଭେଲାନ୍ସରେ ୧୫୦୦ ଲୋକଙ୍କ ଠାରୁ ନମୁନା…

ହସ୍ପିଟାଲ୍‌ରେ ଅନୁପ ସାଏ

ଝାରସୁଗୁଡ଼ା: ହସ୍ପିଟାଲ୍‌ରେ ଅନୁପ ସାଏ। କଳ୍ପନା ଦାଶ ଓ ତାଙ୍କ ଝିଅ ବବଲି ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟ ଦୁଇମାସ ପାଇଁ ଅନ୍ତରୀଣ ଜାମିନ ଦେଇଛି। ଜାମିନ ମିଳିବା ପରେ ଅନୁପ ସାଏ ଏବେ ବିଳାସପୁରର ଏକ ଘରୋଇ…