Odisha Link
Bridging the Missing Links in Odisha
Daily Archives

October 17, 2020

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା

ଭୁବନେଶ୍ୱର: ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କରୋନା। ଏନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ସାଂସଦ। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପଜିଟିଭ୍ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।…

ଆଜି ଗଡ଼ିବ ମା ବିରଜାଙ୍କ ରଥ

ଯାଜପୁର: ଆଜିଠାରୁ ଆରମ୍ଭ ହେବ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବ ଦିନାତ୍ମକ ରଥଯାତ୍ରା। ମା’ ବିରଜାଙ୍କ ସିଂହଧ୍ବଜ ରଥ ୯ ଦିନ ଧରି ବେଢା ପରିକ୍ରମା କରିବ । ଅପରାହ୍ନ ୫ଟାରେ ହେବ ରଥଟଣା। କୋଭିଡ କଟକଣା ଭିତରେ ରଥ ଟଣାହେବ। ରଥ ଟାଣିବାକୁ ଶ୍ରଦ୍ଧାଳୁଙ୍କୁ ମନା କରାଯାଇଛି। କେବଳ ଅଙ୍ଗଲାଗି…

ହାଇସ୍ପିଡ୍‌ରୁ ଦୁର୍ଘଟଣା ଘଟିଛି: ଡିସିପି

କଟକ: ତେଲେଙ୍ଗାପେଣ୍ଠ ପାଖରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଘଟଣା ଏବେ ନୂଆ ମୋଡ଼ ନେଇଛି। ଦୁର୍ଘଟଣା ନେଇ ପ୍ରତିକ୍ରିୟା ରଖିଲେ କଟକ ଡିସିପି ପ୍ରତୀକ ସିଂହ। ଡିସିପିଙ୍କ କହିବା ଅନୁଯାୟୀ ଗାଡ଼ିଟି କ୍ଷୀପ୍ର ଗତିରେ ଥିବାରୁ ଦୁର୍ଘଟଣା ଘଟିଥିବା ପ୍ରାଥାମିକ ତଦନ୍ତରୁ ସ୍ପଷ୍ଟ କରାଯାଇଛି। ହେଲେ…

ଆଉ ଏକ ଲଘୁଚାପ: ୧୯ରୁ ୨୧ ବର୍ଷା !

ଭୁବନେଶ୍ବର: ଆସନ୍ତା ୧୯ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୦ତାରିଖ ଭିତରେ ଏହା ଅଧିକ ଘନୀଭୂତ ହେବ। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୯ରୁ ୨୧ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରାଯାଇଛି। ଏ…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ୧୧ ଅନ୍ତଃରାଜ୍ୟ ଡକାୟତ ଗିରଫ। ସେମାନଙ୍କ ପାଖରୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। ୭୬ ଗ୍ରାମ ସୁନା ଓ ୧୨ କେଜି ରୁପା ଅଳଙ୍କାର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏନେଇ ପ୍ରସମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ଚରଣ ସିଂହ ମୀନା। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୬ ତାରିଖରେ…

ଅନୁପ ସାଏଙ୍କୁ ମିଳିଲା ଜାମିନ

ଝାରସୁଗୁଡ଼ା: ପୂର୍ବତନ ବ୍ରଜରାଜନଗର ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ହାଇକୋର୍ଟ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ହାଇକୋର୍ଟ ତାଙ୍କୁ ୨୫ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ୨ ମାସ ପାଇଁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁସାରେ,…

ଶିଡ଼ିରୁ ଖସି ଶିଶୁ ଶ୍ରମିକଙ୍କ ଗୋଡ଼…

ସୁନ୍ଦରଗଡ: ଜଣେ ୧୬ ଵର୍ଷର ନାବାଳିକା ଛାତ୍ରୀ ଶିଡ଼ିରୁ ଖସିପଡ଼ି ଆହତ ହେବା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ପାଲଟିଛି।ହେମଗିର ଵ୍ଲକ ଅନ୍ତର୍ଗତ ଗଡ଼ତୁମଲିଆ ମାଣିକେଶ୍ଵରୀ କଲେଜରେ ଏକ ଅଭାବନୀୟ ଘଟଣାଟି ଘଟିଛି । ସୂଚନା ଅନୁସାରେ ୧୬ ଵର୍ଷର ଛାତ୍ରୀଙ୍କୁ କଲେଜ କୋଠା ନିର୍ମାଣ କାମରେ ଶ୍ରମିକ ଭାବେ…

ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ନାଁରେ…

ମୁମ୍ୱାଇ: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଅଭିଯୋଗ ଆସିଛି ।ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ରହିଛି । ମିଥୁନ ଚକ୍ରବର୍ତ୍ତୀଙ୍କ ଘର ନିକଟସ୍ଥ ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି।…

ସାନ ଭଉଣୀ ପରେ ମିଳିଲା ବଡ଼ ଭଉଣୀର ମୃତ…

ବଲାଙ୍ଗୀର: ତୁଷୁରା ତେଲନଦୀ ପୋଲ ଉପରୁ ୨ ଭଉଣୀଙ୍କ ନିଖୋଜ ଘଟଣାରେ ସାନ ଭଉଣୀର ମୃତଦେହ ମିଳିବା ପରେ ବଡ଼ଭଉଣୀର ମୃତଦେହ ଉଦ୍ଧାର କରାଯାଇଛି । ବଡ଼ଭଉଣୀ ନାଁ ଅନମୋଲ ଅଗ୍ରୱାଲ । ବଡ଼ ଭଉଣୀର ମୃତଦେହକୁ ବୌଦ୍ଧ ଜିଲ୍ଲା ଜୁହ୍ନାପଙ୍କ ନିକଟ ମହାନଦୀ ଘାଟରୁ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ…

ଗ୍ୟାଙ୍ଗଷ୍ଟର ରାଜା ଗିରଫ

ଭୁବନେଶ୍ବର: ଗ୍ୟାଗଷ୍ଟର ରାଜା ଆଚାର୍ଯ୍ୟକୁ ପୁଲିସ ଆଜି ଗିରଫ କରିଛି। ସେ ଦାଦାବଟି ମାଗୁ ଥିବାରୁ ପୁଲିସ ତାକୁ ଗିରଫ କରିଛି । ଏହା ସୂଚନା ଦେଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ରାଜାକୁ କମିଶନରେଟ ପୁଲିସର ଆଣ୍ଟି ଏକ୍ସଟର୍ସନ ଉଇଙ୍ଗ ଉଠାଇ ନେଇଥିଲା । ଗିରଫ ପରେ ରାଜାଙ୍କୁ କ୍ୟାପିଟାଲ ତାନାରେ…