୭ ମାସ ପରେ ଖୋଲିଲା ଧଉଳି ଶାନ୍ତି ସ୍ତୁପ
ଭୁବନେଶ୍ୱର: କରୋନା ମହାମାରୀ ପାଇଁ ସବୁ ପର୍ଯ୍ୟଟନ ସ୍ଥଳୀ ବନ୍ଦ ହୋଇରହିଥିଲା। ଅନ୍ଲକ୍-୫ରେ ଏବେ କିଛି କିଛି ପର୍ଯ୍ୟଟନ ସ୍ଥଳୀ ଖୋଲିବାରେ ଲାଗିଛି। ଏହାରି ମଧ୍ୟରେ ଦୀର୍ଘ ୭ ମାସର ବ୍ୟବଧାନ ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶାନ୍ତି ସ୍ତୁପ ଧଉଳି। ଆଜି ରାଜଧାନୀରେ ଥିବା ଧଉଳି ପାହାଡ ଉପରେ ଥିବା…