Odisha Link
Bridging the Missing Links in Odisha
Daily Archives

October 21, 2020

NIA ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ…

ଭୁବନେଶ୍ୱର: ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। କମିଶନର କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି। ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ…

ଶୀତରେ ସଂକ୍ରମଣ ବଢ଼ିପାରେ!

ଭୁବନେଶ୍ବର: କରୋନା ସଂକ୍ରମଣ ରୋକିବା ପାଇଁ ବରିଷ୍ଠ ଡାକ୍ତର ନିରଜ ମିଶ୍ର ପରାମର୍ଶ ଦେଇଛନ୍ତି। ଶ୍ରୀ ମିଶ୍ର କାହିଛନ୍ତି ଯେ, ଶୀତ ଋତୁରେ ସଂକ୍ରମଣ ବଢ଼ିବା ସମ୍ଭାବନା ଅଧିକ। ଥଣ୍ଡା ପରିବେଶ ସୁହାଏ। ୟୁରୋପରେ ଥଣ୍ଡା ପରିବେଶ ପାଇଁ ୨ୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି। ପର୍ବପର୍ବାଣୀ ଓ ନିର୍ବାଚନ ବେଳେ…

୧୪,୩୭୯ ସ୍କୁଲ ବନ୍ଦ କରିଦେବେ ରାଜ୍ୟ…

କଟକ: ରାଜ୍ୟ ବନ୍ଦ ହେବାକୁ ଯାଉଛି ୧୪ ହଜାର ୩୭୯ଟି ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୮ ରେ ନିଆଯାଇଥିବା ଏହି ନିଷ୍ପତ୍ତି ୨୦୨୦-୨୧ ରୁ ଲାଗୁ ହେବାକୁ ଯାଉଥିବା ବେଳେ ନିଷ୍ପତ୍ତିକୁ ଚାଲେଞ୍ଚ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ରାଜ୍ୟ…

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ଖଲ୍ଲିକୋଟ: ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏମିତି ଏକ ଅଘଟଣ ଘଟିଛି ଖଲ୍ଲିକୋର୍ଟ ଥାନା ତୁଳସୀପୁର ଗ୍ରାମରେ। ମୃତ ଦୁଇ ଭଉଣୀଙ୍କ ବୟସ ୮ ଓ ୧୦ ବର୍ଷ। ଉଭୟ ଦୁଇ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ତେବେ କୌଣସି କାରଣରୁ ଉଭୟେ ବୁଡ଼ି ଯାଇ ମୃତ୍ୟୁବରଣ…

ଭୁବନେଶ୍ବରରେ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ବର: ଭୁବନେଶ୍ବରରେ ନେସନାଲ ଇନଭେଷ୍ଟିଗେସନ ଅଜେନ୍ସି ଟିମ୍। କୌଣସି ଏକ ଲିଙ୍କ୍‌ରେ ଜଣଙ୍କୁ ଉଠାଇ ନେଲା ଏନଆଇଏ। ଜଣକୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରା ଉଚରା ଜରି ରଖିଛି।କେଉଁ ଲିଙ୍କ୍‌ ରେ ଉଠାଇ ନେଇଛି ଏଯାଏ ସ୍ପଷ୍ଟ ଜଣାପଡ଼ି ନାହିଁ।

ଉପକୂଳରେ ବର୍ଷିବ: ଅଇଏମଡି ଡିଜି

ଭୁବନେଶ୍ବର: ବଙ୍ଗୋପସାଗରରେ ଓ୍ବେଲ ମାର୍କଡ ଲୋ ପ୍ରେସର ପ୍ରଭାବରେ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶାରେ ବର୍ଷା ନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଡିଜିଙ୍କ ସୂଚନା ଅନୁଯାୟୀ, ଆଜି ଓ ଆସନ୍ତାକାଲି କେବଳ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ବର୍ଷା ହେବ। କାଲି…

କରୋନା କଟକଣା: ଶକ୍ତିପୀଠରେ ଚାଲିଛି…

ଭୁବନେଶ୍ବର: କରୋନା କଟକଣା ମଧ୍ୟରେ ଆଜି ପଞ୍ଚମ ଦିନରେ ରାଜ୍ୟର ସମସ୍ତ ଶକ୍ତି ପୀଠରେ ଚାଲିଛି ମାଙ୍କର ନବରାତ୍ରୀର ପଞ୍ଚମୀ ପୂଜା। ଗଞ୍ଜାମ ଜିଲ୍ଲାର ଏକମାତ୍ର ଦୁର୍ଗା ମନ୍ଦିର ମା ଦଶଭୂଜା ଦୁର୍ଗା ମନ୍ଦିରରେ ବି ନବରାତ୍ରୀ ପୂଜା ଚାଲିଛି। ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି…

କରୋନା: ରାଜ୍ୟରେ ଆଖି ବୁଜିଲେ ୧୩…

ଭୁବନେଶ୍ୱର: ରାଜ୍ୟ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା। ଆଜି ରାଜ୍ୟରେ କରୋନାରେ ଆଉ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୧୮୧ ରେ ପହଞ୍ଚିଛି।…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୯୩୧…

ଭୁବନେଶ୍ବର: ଦୀର୍ଘ ୭ ମାସ ପରେ ରାଜ୍ୟରେ କରୋନ ସଂକ୍ରମଣ କମିବାରେ ଲାଗିଛି। ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୯୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୪୧୮୧ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ…

ବାଲେଶ୍ବର ଉପନିର୍ବାଚନ: ସବୁଠୁ ଗରିବ…

ବାଲେଶ୍ବର: କରୋନା କାଳରେ ରାଜ୍ୟରେ ହେଉଛି ଦୁଇ ଦୁଇଟି ଉପନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଚାର ପ୍ରସାରରେ ମାତିଛନ୍ତି। ଏସବୁ ମଧ୍ୟରେ ବାଲେଶ୍ବର ଉପନିର୍ବାଚନରେ ଜଣେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଖୁବ୍‌ ହେଉଛି। ସ୍ବାଧୀନ ପ୍ରାର୍ଥୀଙ୍କ ନାମ ବେଣୁଧର ବାରିକ। ବୟସ ୮୦। ହେଲେ…