ଏକାଧିକ ଆଞ୍ଚଳିକ ଭାଷାରେ ଅନୁଷ୍ଠିତ ହେବ…
ନୂଆଦିଲ୍ଲୀ : ୨୦୨୧ ଠାରୁ ଏକାଧିକ ଆଞ୍ଚଳିକ ଭାଷାରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଆସନ୍ତା ବର୍ଷଠାରୁ ବିଭିନ୍ନ ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବ ବୋଲି ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସୂଚନା ଦେଇଛନ୍ତି ।
ନୂତନ ଶିକ୍ଷାନୀତି ୨୦୨୦ଅନୁଯାୟୀ ଜଏଣ୍ଟ ଆଡମିଶନ ବୋର୍ଡ ପକ୍ଷରୁ ଏହି…